32.1 C
Bhubaneswar
Thursday, May 2, 2024
Homeଓଡିଶାପୁଅକୁ ହତ୍ୟା : ବାପା, ମା’ଙ୍କୁ ଆଜୀବନ କାରାଦଣ୍ଡାଦେଶ

ପୁଅକୁ ହତ୍ୟା : ବାପା, ମା’ଙ୍କୁ ଆଜୀବନ କାରାଦଣ୍ଡାଦେଶ

ବାଲେଶ୍ୱର : ସାବତ ମାଆ ଓ ବାପାଙ୍କୁ ଆଜୀବନ କାରାଦଣ୍ଡାଦେଶ । ବାପା ଗଣେଶ ଜେନା, ମାଆ ପ୍ରତିମା ଜେନାଙ୍କୁ ଆଜୀବନ ଜେଲ୍ । ନାବାଳକ ପୁଅକୁ ହତ୍ୟା ମାମଲାରେ ଆଜୀବନ ଜେଲ୍ ଶୁଣାଇଲେ କୋର୍ଟ । ଆଜୀବନ ସହ ୫ ହଜାର ଟଙ୍କା ଜରିମାନା କଲେ ସ୍ୱତନ୍ତ୍ର ଓପିଆଇଡି କୋର୍ଟ । ଅଗଷ୍ଟ ୨୦୨୨ରେ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ପୁଅକୁ ହତ୍ୟା କରିଥିଲେ ।

ଦୁର୍ଘଟଣାରେ ମାଆ, ପୁଅ ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking