କଟକ : ଗୋଟିଏ ଦିନରେ ଦୁଇ ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷ ଲୁଟି ନେଇଛନ୍ତି । ପୃଥକ ପୃଥକ ଭାବେ ଓଏମ୍ପି ଛକ ଓ ପିଠାପୁରରେ ବ୍ୟବସାୟିଙ୍କଠୁ ଲୁୁଟି ନେଲେ । ଓଏମ୍ପି ଛକରେ ପୋଲିସର ମିଛ ପରିଚୟ ଦେଇ ୨.୭୦ ଲକ୍ଷ ଟଙ୍କା ଲୁଟିବା ପରେ ପିଠାପୁରରେ ବଙ୍ଗୀୟ ବ୍ୟବସାୟୀଙ୍କ ଠାରୁ ୩୦ ହଜାର ଟଙ୍କା ଲୁଟିଛନ୍ତି ବୋଲି ସୂଚନା ମିଳିଛି ।
ପ୍ରବଳ ଖରା ; ଦିନ ସାଢ଼େ ୧୧ ସୁଦ୍ଧା ରାଜଧାନୀରେ ତାପମାତ୍ରା ୪୧ ଡିଗ୍ରୀ