ଦୁର୍ଘଟଣାରେ ମାଆ, ପୁଅ ମୃତ

ବାଲେଶ୍ୱର : ଅଜଣା ଗାଡି ଧକ୍କାରେ ମାଆ ଓ୧୨ ବର୍ଷର ପୁଅ ମୃତ । ରେମୁଣା ନୂଆଗାଁ ଛକରେ ସ୍କୁଟିକୁ ଧକ୍କା ଦେଲା ଅଜଣା ଗାଡି । ମୃତକଙ୍କ ପରିଚୟ ମିଳିନି , ଉତ୍ତ୍ୟକ୍ତ ଲୋକଙ୍କ ଏନ୍‌ଏଚ୍ ୧୬ ଅବୋରଧ । ଖରସ୍ରୋତା ନଦୀରେ ୨ ଭାଇ ନିଖୋଜ ଘଟଣା : ଜଣଙ୍କ ମୃତଦେହ ଉଦ୍ଧାର