28.1 C
Bhubaneswar
Saturday, April 27, 2024
Homeଓଡିଶା୨ ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତ

୨ ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତ

ଭୁବନେଶ୍ୱର: ୨ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ କରିଛନ୍ତି କୁଳାଧିପତି । ବଲାଙ୍ଗୀର ରାଜେନ୍ଦ୍ର ୟୁନିଭରସିଟି ଓ କଳାହାଣ୍ଡି ୟୁନିଭରସିଟି କୁଳପତି ନିଯୁକ୍ତ ହୋଇଛନ୍ତି । ପ୍ରଫେସର ଉମାବଲ୍ଲଭ ମହାପାତ୍ର ରାଜେନ୍ଦ୍ର ୟୁନିଭରସିଟି କୁଳପତି ହୋଇଥିବା ବେଳେ ପ୍ରଫେସର ସଂଜୟ ଶତପଥୀ କଳାହାଣ୍ଡି ୟୁନିଭରସିଟି କୁଳପତି ହୋଇଛନ୍ତି । ଉଭୟଙ୍କ ନିଯୁକ୍ତିକୁ ରାଜ୍ୟପାଳଙ୍କ ଅନୁମୋଦନ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking