28.9 C
Bhubaneswar
Sunday, May 5, 2024
Homeଓଡିଶାବଲାଙ୍ଗିର ଜିଲ୍ଲାରୁ ୧୬୬ ସଂକ୍ରମିତ ଚିହ୍ନଟ

ବଲାଙ୍ଗିର ଜିଲ୍ଲାରୁ ୧୬୬ ସଂକ୍ରମିତ ଚିହ୍ନଟ

ବଲାଙ୍ଗିର : ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୬୬ ରହିଥିବା ସରକାରୀ ସୁତ୍ରରୁ ଜଣା ପଡିଛି । ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୧୪ଜଣ, ବଲାଙ୍ଗିର ବ୍ଲକରୁ ୨ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୨୫ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୪ଜଣ, ବେଲପଡା ବ୍ଲକରୁ ୨୯ଜଣ, ଦେଓଗାଁ ବ୍ଲକରୁ ୧୨ଜଣ, ଗୁଡଭେଲା ବ୍ଲକରୁ ୨୪ଜଣ, କଣ୍ଟାବାଞ୍ଜି ସହରାଞ୍ଚଳରୁ ୨ଜଣ, ଖପ୍ରାଖୋଲ ବ୍ଲକରୁ ୬ଜଣ, ଲୋଇସିଂହା ବ୍ଲକରୁ ୧୪ଜଣ, ମୁରିବାହାଲ ବ୍ଲକରୁ ୨ଜଣ, ପଟଣାଗଡ ବ୍ଲକରୁ ଜଣେ, ପାଟଣାଗଡ ସହରାଞ୍ଚଳରୁ ଜଣେ, ପୁଇଁନ୍ତଳା ବ୍ଲକରୁ ୬ଜଣ, ସଇଁନ୍ତଳା ବ୍ଲକରୁ ୬ଜଣ, ଟିଟିଲାଗଡ ଗ୍ରାମାଞ୍ଚଳରୁ ୫ଜଣ, ଟିଟିଲାଗଡ ସହରାଞ୍ଚଳରୁ ଜଣେ , ତୁରେକେଲା ବ୍ଲକରୁ ୯ଜଣ ଓ ତୁଷୁରା ରୁ ୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୨୦୫୭୪ ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୭୬୯୪ ଜଣ ସ୍ୱସ୍ଥ ହୋଇଥିବାବେଳେ ୨୮୨୦ ଜଣ ସକ୍ରିୟ ଥିବା ସରକାରୀ ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking