29.1 C
Bhubaneswar
Sunday, May 5, 2024
Homeବିଜୟ ଦିବସ୧୬ ଡ଼ିସେମ୍ବର -ଭାରତ ଇତିହାସ ପୃଷ୍ଠାରେ ଏକ ସ୍ୱର୍ଣ୍ଣିମ ହସ୍ତାକ୍ଷର

୧୬ ଡ଼ିସେମ୍ବର -ଭାରତ ଇତିହାସ ପୃଷ୍ଠାରେ ଏକ ସ୍ୱର୍ଣ୍ଣିମ ହସ୍ତାକ୍ଷର

ଭୁବନେଶ୍ୱର : ୧୬ ଡ଼ିସେମ୍ବର ଏହା ଏକ ସାଧାରଣ ତାରିଖ ନୁହଁ ଭାରତ ଇତିହାସର ପୃଷ୍ଠାରେ ଏକ ସ୍ୱର୍ଣ୍ଣିମ ହସ୍ତାକ୍ଷର । ଏହି ଦିନ ହେଉଛି ସୋର୍ଯ୍ୟ ଓ ପରାକ୍ରମର ଏକ ଅଭୁଲା ଦିନ । ଏହି ଦିନ ଆମ ଦେଶର ବାହଦୁରୀ , ବିରତା ଓ ବଳିଦାନ ଓ ଉଚ୍ଚ ଆଦର୍ଶର ଦିନ । ଭବିଶ୍ୟତରେ ଭାରତୀୟ ସେନାର ଗୌରବ ଗାଥା ଜେବେ ଶୁଣାହେବ ଏହି ଡ଼ିସେମ୍ବର ୧୬ର ଆଲୋଚନା ନିଶ୍ଚିତ ହେବ । ୧୩ ଦିନ ଯାଏଁ ହୋଇଥିବା ଏହି ଯୁଦ୍ଧ ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ଅଟେ । ପାକିସ୍ଥାନ ଓ ପୁର୍ବି ପାକିସ୍ଥାନ ଭିତରେ ହୋଇଥବା ସଂଘର୍ଷ ଭିତରେ ଭାରତର ଅବଦାନ ଅତୂଳନୀୟ । ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ଭାରତୀୟ ସୈନ୍ୟ ପାକିସ୍ଥାନ ସହ ଯୁଦ୍ଧ କରି ପୁର୍ବି ପାକିସ୍ଥାନକୁ ସ୍ୱାଧୀନ କରାଇଥିଲେ । ପାକିସ୍ଥାନର ଏକ ବଡ଼ ସୈନ୍ୟ ଦଳକୁ ଆମର ସୈନ୍ୟ ମାନେ ହରାଇା ଦେଇଥିଲେ । ପାକିସ୍ଥାନର କମାଣ୍ଡାଟ ଏଏକେ ମିଆଜି ନିଜ ୯୩ ହଜାର ସୈନ୍ୟଙ୍କ ସହ ଆତ୍ମ ସମର୍ପଶ କରିଥିଲେ । ଏହି ଯୁଦ୍ଧରୁ ବାଲାଂଦେଶର ଜନ୍ମ ହୋଇଥିଲା । ସେହିଦିନକୁ ମନେରଖିବା ପାଇଁ ଓ ଭାରତୀୟ ସୈନ୍ୟଙ୍କ ସ୍ମୃତିରେ ପାଳନ କରାଯାଏ ଏହି ବିଜୟ ଦିବସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking