33.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଯାଜପୁର ତହସିଲ ପକ୍ଷରୁ ୧୦ଟି ଗାଡି ଜବତ

ଯାଜପୁର ତହସିଲ ପକ୍ଷରୁ ୧୦ଟି ଗାଡି ଜବତ

ଯାଜପୁର: ଯାଜପୁର ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଯାଜପୁର ତହସିଲଦାର ବେଆଇନ ଭାବେ ଲଘୁ ଖଣିଜ ଦ୍ରବ୍ୟ ଉପରେ କଡା କାଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି । ବୁଧବାର ଯାଜପୁର ଖୁଆଖିଆ ରାସ୍ତାରେ ଯାଜପୁର ତହସିଲ ପକ୍ଷରୁ ୧୦ଟି ଚିପ୍ସ ବୋଲଡର ବୋଝେଇ ଗାଡିକୁ ଜବତ କରାଯାଇଛି । ଏଥିପାଇଁ ତହସିଲ ପକ୍ଷରୁ ୧ ଲକ୍ଷ ୯୦ହଜାର ଟଙ୍କା ଜୋରିମାନା କରାଯାଇଛି । ତହସିଲଦାର ଓ ବରୁଆଁ ପୋଲିସ ତହସିଲର ବହୁ କର୍ମଚାରୀ ନିୟୋଜିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking