28.1 C
Bhubaneswar
Saturday, April 27, 2024
Homeଓଡିଶା୧୦ କରୋନା ଯୋଦ୍ଧା ସମେତ ୧୨ ପଜିଟିଭ, ଦୁଇଦିନ ସମ୍ପୂର୍ଣ୍ଣ ସଟଡ଼ାଉନ ଭବାନୀପାଟଣା

୧୦ କରୋନା ଯୋଦ୍ଧା ସମେତ ୧୨ ପଜିଟିଭ, ଦୁଇଦିନ ସମ୍ପୂର୍ଣ୍ଣ ସଟଡ଼ାଉନ ଭବାନୀପାଟଣା

 

କଳାହାଣ୍ଡି :ଜିଲ୍ଲା ରେ ଵୃଦ୍ଧି ପାଉଛି କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଗତକାଲି ଭବାନୀପାଟଣା ସହର ରେ ଦିନକରେ ୧୦ଜଣ ଓ ଅନ୍ୟ ବ୍ଲକ ରୁ ୨ କରୋନା ଆକ୍ରାନ୍ତ ଚିଂହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ସୁରକ୍ଷା ଦୃଷ୍ଟିରୁ ଶୁକ୍ରବାର ମଧ୍ୟ ରାତ୍ରି ରୁ ୨୬ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରିଛନ୍ତି ।

ଜିଲ୍ଲାପାଳ ୧୦ ଆକ୍ରାନ୍ତ ପୋଲିସ କର୍ମଚାରୀ ହୋଇଥିବା ସୂଚନା ସମସ୍ତ କୋଭିଡ଼ ଯୋଦ୍ଧା ଙ୍କୁ ଭବାନୀପାଟଣା କୋଭିଡ଼ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି । ସଟଡାଉନ ସମୟରେ ଜରୁରୀକାଳୀନ ସେବା କୁ ବାଦ ଦିଆଯାଇଛି ତେବେ ସଟ ଡାଉନ ଉଲ୍ଲଙ୍ଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନ ସତର୍କ କରିଛି। ଜିଲ୍ଲା ରେ ବଢୁଥିବା ଆକ୍ରାନ୍ତ ଙ୍କ ସଂଖ୍ୟା ଜିଲ୍ଲା ପ୍ରଶାସନ ପାଇଁ ଉଦବେଗ ର କାରଣ ସାଜିଛି। ଗତକାଲି ଆଣ୍ଟିଜେନ କିଟ ଟେଷ୍ଟ ଦ୍ୱାରା ୧୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସଂଖ୍ୟ ବଢ଼ିବାର ଆଶଙ୍କା ରହିଥିବା ଅନୁମାନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking