30.1 C
Bhubaneswar
Friday, April 26, 2024
Homeଓଡିଶାସୁକିନ୍ଦାର ନାଗଡlପାରି ଅନେକ ଗ୍ରାମରେ କୁପୋଷଣର ଚିତ୍ର

ସୁକିନ୍ଦାର ନାଗଡlପାରି ଅନେକ ଗ୍ରାମରେ କୁପୋଷଣର ଚିତ୍ର

ଯାଜପୁର: ଯାଜପୁର ଜିଲ୍ଲାର ଅନେକ ଜନ ଜାତି ଗ୍ରାମ ରହିଛି ଶିଶୁ ମାନେ କୁ ପୋଷଣ ଶିକାର ହୋଇ ମୃତ୍ୟୁ ମୁକ ରେ ପଡୁଛନ୍ତି ଜନ ଜାତି ମାନଙ୍କ ମଧ୍ୟ୍ୟ ରେ ଅନ୍ଧବିଶ୍ୱାସ ଘାରି ହୋଇ ଥିବାରୁ କୁ ସଂସ୍କାର ବଶବର୍ତ୍ତୀ ହୋଇ ଗୁଣି ଗାରେଡି ଚେର ମୂଲୀ ରେ ବିଶ୍ୱାସ କରି ଡାକ୍ତରୀ ଚିକିତ୍ସା କରି ବାକୁ ନା ରାଜ ହେଉଛନ୍ତି l ଯାହା ରୋଜଗାର କରୁଛନ୍ତି ହାଣ୍ଡିଆ ଓ ମହୁଲି ମଦ ପିଇ ଉଡାଇ ଦେଉଛନ୍ତି l ଶିଶୁ ମାନଙ୍କ ଯତ୍ନ ନେଉ ନାହାନ୍ତି ଶିଶୁ ମାନଂକୁ ରୋଗ ହେଲେ ଝାଡ ଫୁଙ୍ଖା ଓ ଚେର ମୂଲୀ ରେ ବିଶ୍ୱାସ କରି ଡାକ୍ତର ଖାନା କୁ ଚିକିତ୍ସା ପାଇଁ ଆସୁନାହାନ୍ତି l.ଶିଶୁ ମାନ ଙ୍କୁ ସୁଷମ ଖାଦ୍ୟ ଟଙ୍କା ନ ଥିବାରୁ ଦେଇ ପାରୁନାହାନ୍ତି l

ପୁରୁଷ ନାରୀ ଉଭୟ ହାଡ଼ ଭଙ୍ଗା ପରିଶ୍ରମ କରି ଯେଉଁ ମୂଳ ପାଉଛନ୍ତି ତାହା ମହୁଲି ମଦ ରେ ଉଡାଇ ଦେଉଛନ୍ତି l ସୁକିନ୍ଦା ଖଣି ଉପତ୍ୟକା ର ରଗଡା ପୁରୁଣା ଡ଼ିହ ମଲାର ବସ୍ତି ରେ ଶିଶୁ ଅପୁଷ୍ଟି ର ଶିଖାର ହେଉଛନ୍ତି l ମଲାର ସମ୍ପ୍ରଦାୟ ସୁକିନ୍ଦା ରୁ କ୍ରମସ ଲୋପ ପାଇବାକୁ ବସିଲାଣି ଅନେକ ଅନ୍ୟ ଜିଲ୍ଲା କୁ ଚାଲିଯାଉଛନ୍ତି ଖଣି ଅଞ୍ଚଳରେ ୧୫ ରୂଦ୍ଧ ପରିବାର ବାସ କରନ୍ତି l.ସେମାନଙ୍କ ଚାଲି ଚଳଣି ସମ୍ପର୍କ ବିନ୍ନ ବିକାଶ କଣ ଜଣାନ୍ତି ନାହିଁ l.ସରକାରୀ ଯୋଜନା ସେମାନଙ୍କ ପାଇଁ ସାତ ସ୍ୱପ୍ନ ଜଙ୍ଗଲ ଜମି ରେ ବାସ କରୁ ଥିବାରୁ ସେମାନଙ୍କ ନାମ ରେ ଗ୍ରୁଣ୍ଟେ ବିଶ୍ୱ ନାହିଁ l ଆବାସ ଯୋଜନା କଣ ସେମାନେ ଜାଣନ୍ତି ନାହିଁ କୁଡ଼ିଆ କରି ରହନ୍ତି ରେଶନ କାର୍ଡ ନାହିଁ l ଟଙ୍କାକିଆ ଚାଉଳ କଣ ଜାଣନ୍ତି ନାହିଁ କେତକ ର ଭୋଟର ଲିଷ୍ଟ ଆଧାର କାର୍ଡ ନାହିଁ l

ବାଣ ଜଙ୍ଗଲ କାଠ ବିକ୍ରି ସେମାନଙ୍କ ପେଟ ପୋଷିବା ରଦେଖା ଯାଉଛି l ସେମାନ ଗାଁ କୁ ରାସ୍ତା ନାହିଁ l.ନଲ କୂପ ନାହିଁ ଚୁଆ ଓ ଝରଣା ପାଣି ପିଇଜୀବନ ଧାରଣ କରନ୍ତି ମିଶନ ଶକ୍ତି ଶିଶୁ ସୁରେଖା ଯୋଜନା କଣ ଜଣାନ୍ତି ନାହିଁ ଶିଶୁ ମାନେ ବାପା ମା ଙ୍କ ସହ କାର୍ଯ୍ୟ କରନ୍ତି କୁପୋଷଣ ଚିତ୍ର ଶିଶୁ ଦେଖା ଦେଇ ଛି ସୁକିନ୍ଦା ଖଣି ଅଞ୍ଚଳ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ରାଜସ୍ୱ ନେଉଛନ୍ତି l ଖଣି ଅଂଚଳ ରେ ଗ୍ରାମ ର ବିକାଶ ପାଇଁ ଖଣିଜ ପାଣ୍ଟି କୋଟି କୋଟି ଟଙ୍କା ରହିଛି କିନ୍ତୁ ବିକାଶ କେତେ ହୋଇଛି ତାହା ସ୍ପଟ ଚିତ୍ର ରେ ବାରି ହେଉଛି l.ସରକାରଙ୍କ ଯୋଜନାର ବିକାଶ କେବଳ ପ୍ରଚାର ମୁଖି କିନ୍ତୁ ଜନ ଜାତି ନିକଟରେ ଅପହଞ୍ଚ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking