28.1 C
Bhubaneswar
Saturday, April 27, 2024
Homeଓଡିଶାଇଂଟେଲିଜେନ୍ସ ବ୍ୟୁରୋ ସିଲ୍‌

ଇଂଟେଲିଜେନ୍ସ ବ୍ୟୁରୋ ସିଲ୍‌

ଭୁବନେଶ୍ୱର: ସିଲ୍ ହେଲା ଆଇବି ଅଫିସ । କୋରନା ସଂକ୍ରମଣ ପାଇଁ ଆଜି ଏହି ଅଫିସକୁ ବିଏମସି ପକ୍ଷରୁ ସିଲ୍ କରାଯାଇଛି । ଭୁବନେଶ୍ୱରସ୍ଥିତ ଇଂଟେଲିଜେନ୍ସ ବ୍ୟୁରୋ ରେ ଜଣେ କର୍ମଚାରୀ କରୋନା ରୋଗୀଙ୍କ ସଂପ୍ସର୍ଶରେ ଆସିବା ଜଣାପଡିବା ପରେ ଏବେ ଉକ୍ତ କାର୍ଯ୍ୟାଳୟକୁ ୧୪ ଦିନ ପାଇଁ ସିଲ୍ କରାଯାଇଛି । ୬ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଏହାକୁ ସିଲ୍ କରାଯାଇଛି । ସଂକ୍ରମଣକୁ ଆଶଙ୍କା କରି ଏହାକୁ ବନ୍ଦ କରାଯାଇଛି । ଏହାବ୍ୟତୀତ ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା କାର୍ଯ୍ୟାଳୟର କର୍ମଚାରୀଙ୍କୁ ହୋମ୍ କ୍ୱାରଂଟିନରେ ରଖାଯାଇଥିବା ସୂଚନା ମିଳିଛି ।
https://onakhabar.com/2020/04/07/mother-kills-daughter/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking