33.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗସାରା ରାଜ୍ୟରେ ଜିରୋ ନାଇଟ ମନା

ସାରା ରାଜ୍ୟରେ ଜିରୋ ନାଇଟ ମନା

ଭୁବନେଶ୍ୱର,(ଓଏନଏ): ନୂଆବର୍ଷ ପାଳନ ନେଇ ସାରା ରାଜ୍ୟରେ ଜିରୋ ନାଇଟ ମନା ହୋଇଛି । କରୋନା ପାଇଁ ଜିରୋ ନାଇଟ ବାରଣ କରିଛନ୍ତି ରାଜ୍ୟ ସରକାର । ଡିସେମ୍ବର ୩୧ ଓ ଜାନୁଆରୀ ୧ରେ ସମସ୍ତ ଉତ୍ସବାନୁଷ୍ଠାନରେ ରୋକ ଲଗାଯାଇଛି । ଜିରୋ ନାଇଟ ବାରଣ ନେଇ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶନାମା ଜାରି କରିଛନ୍ତି । ବର୍ତମାନ ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ବ୍ୟାପିବା ଆରମ୍ଭ କରିଦେଇଛି । ଆଗକୁ ନୂଆ ବର୍ଷ ଆସୁଥିବାରୁ ବିଭିନ୍ନ ହୋଟେଲ, ରେସ୍ତୋରାଁ, ପାର୍କ, କ୍ଲବ ଏବଂ ସର୍ବସାଧାରଣ ସ୍ଥାନରେ ୩୧ ଡିସେମ୍ବର ଓ ଜାନୁୟାରୀ ୧ରେ ଗହଳି ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking