29.1 C
Bhubaneswar
Wednesday, May 1, 2024
Homeଓଡିଶାମହିଳା କଂଗ୍ରେସ ସାଧାରଣ ସଂପାଦିକା ଶ୍ରୀୟାସ୍ମିତା ପଣ୍ଡା ଭୁବନେଶ୍ୱର ଜିଲ୍ଲା ପ୍ରଭାରୀ ନିଯୁକ୍ତି

ମହିଳା କଂଗ୍ରେସ ସାଧାରଣ ସଂପାଦିକା ଶ୍ରୀୟାସ୍ମିତା ପଣ୍ଡା ଭୁବନେଶ୍ୱର ଜିଲ୍ଲା ପ୍ରଭାରୀ ନିଯୁକ୍ତି

ଭୁବନେଶ୍ୱର : ପ୍ରଦେଶ ମହିଳା କଂଗ୍ରେସର ସାଧାରଣ ସଂପାଦିକା ଶ୍ରୀୟାସ୍ମିତା ପଣ୍ଡାଙ୍କୁ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସର ପ୍ରଭାରୀ ଭାବରେ ଏବଂ କବିତା ପ୍ରିୟଦର୍ଶିନୀ ଦାଶଙ୍କୁ ସହ ପ୍ରଭାରୀ ଭାବରେ ଦାୟୀତ୍ୱ ଅର୍ପଣ କରିଛନ୍ତି । ଶ୍ରୀମତୀ ପଣ୍ଡା ମହିଳା କଂଗ୍ରେସରେ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଛନ୍ତି । ଏହି ନିଯୁକ୍ତି ଶ୍ରୀମତୀ ପଣ୍ଡା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବାହିନୀପତି ଓ ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଗିତାଞ୍ଜଳି ମହାନ୍ତିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ରାଜ୍ୟରେ ବିଜେଡ଼ି ଓ ବିଜେପି ନେତାଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବିକାଶ ବାଟବଣା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking