30.1 C
Bhubaneswar
Friday, April 26, 2024
Homeଓଡିଶାଶଟ୍‌ଡାଉନ୍‌ରେ ମଦ ବିକୁଥିଲେ, ସିଲ୍ ହେଲା ବାର୍‌‌

ଶଟ୍‌ଡାଉନ୍‌ରେ ମଦ ବିକୁଥିଲେ, ସିଲ୍ ହେଲା ବାର୍‌‌

ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ମହାମାରୀ ବଢି ବଢି ଚାଲିଥିବା ବେଳେ ଲୋକେ ମାନୁନାହାନ୍ତି କଟକଣା । ରାଜଧାନୀରେ ସଟଡାଉନ୍ ଚାଲିଥିବା ବେଳେ ସବୁ ବନ୍ଦ ବାର ଖୋଲା ରହିଛି । ଏନେଇ ରାଜଧାନୀରେ ଖୋଲାଥିବା ସମସ୍ତ ବାର ଉପେର ଆଜି ଚଢାଉ କରିଛି ପୋଲିସ । ବାରରେ ଚାଲିଥିଲା ଖୁଲମଖୁଲା ମଦ ବେପାର । ମଦ ବେପାରର ଭିଡିଓ ଭାଇରାଲ ହେବା ପରେ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଶଟ୍‌ଡାଉନ୍‌ରେ ମଦ ବିକିବା ଅଭିଯୋଗରେ ଏକ ହୋଟେଲ ଆଣ୍ଡ ବାର୍ ସିଲ୍ ହୋଇଛି। ଭୁବନେଶ୍ୱରସ୍ଥିତ ଗ୍ୟାରେଜ୍ ଛକରେ ଏକ ହୋଟେଲ ଆଣ୍ଡ ବାର୍‌କୁ BMC  ଓ ପୁଲିସର ମିଳିତ ସ୍କ୍ୱାଡ୍ ଚଢ଼ଉ କରି ସିଲ୍‌ କରିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking