31.1 C
Bhubaneswar
Tuesday, May 7, 2024
Homeବ୍ରେକୀଙ୍ଗନିର୍ବାଚନ ଲଢିବାକୁ ଆଗ୍ରହୀ

ନିର୍ବାଚନ ଲଢିବାକୁ ଆଗ୍ରହୀ

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ବିଜେଡି କାହାକୁ କରିବ ପ୍ରାର୍ଥୀ । ଏନେଇ ଆଲୋଚନା ଓ ଚର୍ଚ୍ଚା ଚାଲିଥିବା ବେଳେ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ କହିଛନ୍ତି ମୋତେ ସୁଯୋଗ ମିଳିଲେ ମୁଁ ନିହାତି ଖୁସି ହେବି ଏବଂ ସେ ନିର୍ବାଚନ ଲଢିବାକୁ ଆଗ୍ରହୀ ଥିବା ପ୍ରକାଶ କରିଛନ୍ତି । ସେ କହିଛନ୍ତି , ନିର୍ବାଚନ ଏକ ପ୍ରକ୍ରିୟା ।  ପ୍ରାର୍ଥୀ ଚୟନ ସଂପର୍କରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ । ବିଜେଡି ସୁପ୍ରିମୋ ଯାହାକୁ ଚାହିଁବେ ମୁଁ ଗ୍ରହଣ କରିବି ବୋଲି ସେ କହିଛନ୍ତି । ତେବେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ନିର୍ବାଚନୀ ମଇଦାନକୁ ଓହ୍ଲାନ୍ତୁ ବୋଲି ଲୋକେ ଚାହୁଁଥିବା ଚର୍ଚ୍ଚା ହେଉଛି ।  

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking