31.1 C
Bhubaneswar
Tuesday, April 30, 2024
Homeଓଡିଶାବଡ଼ଚଣା,କୋରେଇ ଓ ବରୀ ନିର୍ବାଚନ ମଣ୍ଡଳୀ ରେ ବିଜେଡି ରେ ପ୍ରାର୍ଥୀ ଙ୍କ ନାମା ଘୋଷଣା...

ବଡ଼ଚଣା,କୋରେଇ ଓ ବରୀ ନିର୍ବାଚନ ମଣ୍ଡଳୀ ରେ ବିଜେଡି ରେ ପ୍ରାର୍ଥୀ ଙ୍କ ନାମା ଘୋଷଣା କେବେ?

ଯାଜପୁର : ଚଳିତ ବିଧାନସଭା ନିର୍ବାଚନ ଯାଜପୁର ଜିଲ୍ଲା ରେ ରୋଚକ ମୋଡ଼ ନେଉଛି l ଯିଏ ବିଜେଡ଼ି ଦଳ ର ବିଧାୟକ ଭାବେ ନିର୍ବାଚିତ ହୋଇ ଥିଲେ l ଏହି ନିର୍ବାଚନ ରେ ବିଜେପି ର ପ୍ରାର୍ଥୀ ହେବା ପାଇଁ ଟିକେଟ ମିଳିଛି l ବିଜେପି ଦଳ ରେ ଆଶାହୀ ପ୍ରାର୍ଥୀ ପାଇଁ ସୁଯୋଗ ନ ମିଳିବାରୁ ସେମାନେ ବିଜେଡ଼ି କିମ୍ବା କଂଗ୍ରେସ କୁ ପରୋକ୍ଷ ରେ ସାହାର୍ଯ୍ୟ କରିବା ପାଇଁ ନିଜ ସମର୍ଥ ଙ୍କ ସହ ଗୁପ୍ତ ବୈଠକ କରୁଛନ୍ତି ଏ ପରିକି ବିଜେଡ଼ି ଦଳ ସହ ଯୋଡି ହେବାପାଇଁ ଯୋଗ ସୂତ୍ର ରଖୁଛନ୍ତି ଯାଜପୁର ଜିଲ୍ଲା ରେ ବିଜେଡ଼ି 4ଟି ବିଧାନ ସଭା ଲୋକ ସଭା ପ୍ରାର୍ଥୀ ଘୋଷଣା କରି ଥିଲା ବେଳେ ବଡ଼ଚଣା କୋରେଇ ଓ ବାରି ନିର୍ବାଚନ ମଣ୍ଡଳୀ ର ପ୍ରାର୍ଥି ନାମ ଘୋଷଣା ହୋଇ ନ ଥିବାରୁ ଅସlହି ପ୍ରର୍ଥି ଓ ସମର୍ଥ ମନ ରେ ଉତୁଫୁଲିତ ନାହିଁ l କାହାକୁ ପ୍ରାର୍ଥୀ କରାଯିବ ତାହା ଚର୍ଚ୍ଚା ହେଉଚି ସେହିପରି କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା ହୋଇ ନ ଥିବାରୁ କଂଗ୍ରେସ ଦଳ ନିର୍ବାଚନ ମଇଦାନ କୁ ଓହ୍ଲେଇ ନାହିଁ l କଂଗ୍ରେସ ଦଳ ଏ ଯାଏ ଲୋକ ସଭା ଓ 7ଟି ନିର୍ବାଚନ ମଣ୍ଡଳୀ ରେ ପ୍ରାର୍ଥୀ ତାଲିକା ପ୍ରକାଶ କରି ନ ଥିବା ରୁ ଆଶାହୀ ପ୍ରାର୍ଥୀ ମାନେ ନିର୍ବାଚନ ମଇଦାନ କୁ ଓଲ୍ଲାଇ ପାରୁ ନାହାନ୍ତିl ପ୍ରାଥୀ ମାନେ ଆଶଙ୍କା ରେ ରହିଛନ୍ତି l କଂଗ୍ରେସ ଦଳ ର ସଂଗଠନ ଏହି ଜିଲ୍ଲା ରେ ଦୁର୍ବଳ ଅବସ୍ଥା ରହିଛି ବିଳମ୍ବ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ କଲେ ଖୁବ ସମୟ ରେ କଂଗ୍ରେସ ଦଳ ତାହାର ପ୍ରାର୍ଥୀ ମାନେ କଂଗ୍ରେସ ର ନିର୍ବାଚନୀ ଇସ୍ତାହାର ନେଇ ଭୋଟର ନିକଟ କୁ ଯାଇ କେତେ ଦୂର ସଫଳ ହେବେ ପ୍ରାର୍ଥୀ ଙ୍କ ଉପରେ ନିର୍ଭର କରେl ଓ କଂଗ୍ରେସ ପ୍ରାର୍ଥୀ ମାନଙ୍କୁ କେତେ ଦୂର ଭୋଟର ଗ୍ରହଣ କରିବେ ତାହା ସମୟ କହିବ l ବିଜେଡ଼ି ଲୋକ ସଭା ପାଇଁ ପ୍ରାର୍ଥୀ ନାମ ଘୋଷଣା କରି ଵା ସଂଗେ ଯାଜପୁର, ବିଂଝାରପୁର, ସୁକିନ୍ଦା ଓ ଧର୍ମଶାଳା ପ୍ରଭୁତି ନିର୍ବାଚନ ମଣ୍ଡଳୀ ରେ ପ୍ରାର୍ଥୀ ଘୋଷଣା କରିସାରିଛି l କେବଳ କୋରେଇ, ବଡ଼ଚଣା. ବରୀ ନିର୍ବାଚନ ମଣ୍ଡଳୀ ର ପ୍ରାର୍ଥୀ ତାଲିକା ଗୋଷଣା କରିବାରେ ବିଳମ୍ବ କରିଛି ଆଶାହୀ ପ୍ରାର୍ଥୀ ମାନଙ୍କ ରାତି ରେ ନିଦ ହଜି ଯାଇଛି l ଫେସ ବୂକ ରେ ସମର୍ଥକ ମାନଙ୍କ ର ଯୁଦ୍ଧ ଚାଲିଛି l କୋରେଇ ଅସନ ପାଇଁ କିଏ ହକ ଦାର ହେବେ ତାହା କୋରେଇ ବାସି ଉତୁ କଣ୍ଠା ରେ ଚାହିଁ ବସିଛନ୍ତି l ବିଜେପି ଲୋକ ସଭା ବରୀ ବ୍ୟତୀତ ଅନ୍ୟ 6ଟି ନିର୍ବାଚନ ମଣ୍ଡଳୀ ପାର୍ଥିନାମ ଘୋଷଣା କରିଛି l ସୁକିନ୍ଦା ନିର୍ବାଚନ ମଣ୍ଡଳୀ ବିଜେଡ଼ି ଦଳ ର ପ୍ରାର୍ଥୀ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ତାଙ୍କ ପିତା ପୂର୍ଵ ତନ ଅର୍ଥ ମନ୍ତ୍ରୀ ଡ଼ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ନିର୍ବାଚନ ପ୍ରଚାର କୁ ଜୋର ଦାର କରି ବିଜେପି ଓ କଂଗ୍ରେସ ର କର୍ମୀ ମାନଂକୁ ବିଜେଡ଼ି ରେ ସାମିଲ କରୁ ଥିଲା ବେଳେ ଅନୁରୂପ ବିଜେପି ର ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତରାୟ ପଚାର ମଇଦାନ ଓଲ୍ଲାଇ ବିଜେଡ଼ି ର 24ବର୍ଷ ର ଶାସନ ରେ ସୁକିନ୍ଦା ରେ କେତେ ବିକାଶ ହୋଇଛି ବେକାରୀ ସମସ୍ୟା ଓ ମୋଦିଜୀ ଙ୍କ ଗ୍ୟାରେଣ୍ଟି କୁ ମୁଦ୍ରା କରି ଭୋଟର ଙ୍କ ପାଖକୁ ଯାଉଛନ୍ତି l ଯାଜପୁର ନିର୍ବାଚନ ମଣ୍ଡଳୀ ରେ ବବି ବାବୁ ଙ୍କ ବିକାଶ ବିଜେଡ଼ି ର ବିଭିନ୍ନ ଯୋଜନା କୁ ପାଥେୟ କରି ବବି ବାବୁ ଙ୍କ ସାନ ଭାଇ ଭବ ପ୍ରସାଦ ଦାସ ଙ୍କ ନେତୃତ୍ୱ ରେ ବିଜେଡ଼ି ର ପ୍ରାର୍ଥୀନୀ ସୁଜାତା ସାହୁଙ୍କ ସପକ୍ଷ ରେ ନିର୍ବାଚନ ପ୍ରଚାର କୁ ରୋଡ ସୋ ଓ ମହିଳା ସମାବେଶ ପଂଚାୟତ ସ୍ତର ରେ ବୈଠକ କରି ଭୋଟର ଙ୍କ ନିକଟ ତର ହେଉଛନ୍ତି ବିଜେପି ପ୍ରାର୍ଥୀ ଗୌତମ ରାୟ ଙ୍କ ନିର୍ବାଚନ ପଚାର ପଛରେ ପଡି ଯାଇଛି ନ୍ତି l ଧର୍ମ ଶଳା ରେ ବିଜେଡ଼ି ଓ ବିଜେପି ମଇଦା କୁ ଓଲ୍ଲାଇ ଥିଲା ବେଳେ ପଚାର ଯାଜପୁର ଓ ସୁକିନ୍ଦା ପରି ସେତେ ପରିମାଣ ରେ ଆଗେଇ ପାରୁ ନାହିଁ ବିଜେପି ଓ ବିଜେଡ଼ି ର ଗୋଷ୍ଟି କନ୍ଦଳ ଦେଖା ଯାଇଛି କିନ୍ତୁ କଂଗ୍ରେସ ର ପାର୍ଥି ଗୋଷଣା ହୋଇ ପାରି ନ ଥିବାରୁ ଲୋକସଭା ସହ ବିଧାନସଭା ରେ ନିର୍ବାଚନ ପଚାରସରଗରମ ହୋଇ ନାହିଁ l. ବିଜେଡ଼ି ଦଳ ର ଲୋକ ସଭା ପ୍ରାର୍ଥୀନୀ ଏମପି ଶର୍ମିଷ୍ଠା ସେଠି ନିର୍ବାଚନ ପଚାର ରେ ବିଜେପି ପ୍ରାର୍ଥୀ ଙ୍କ ଠାରୁ ବହୁ ଆଗରେ ବିଜେଡ଼ି ର ବିକାଶ ଯୋଜନା ଓ ଲୋକ ସଭା ରେ ତାଙ୍କ ର ଯାଜପୁର ଜିଲ୍ଲା ର ବିଭିନ୍ନ ସମସ୍ୟା କୁ ଉତୁ ଥାପନ କରି ଡ଼ିଭେଡେ ଭାଗ ନେବା ପ୍ରଭୁତି କୁ ପାଥେୟ କରି ଭୋଟର ଙ୍କ ନିକଟ ତର ହେଉ ଛନ୍ତି l ବିଜେପି ର ପ୍ରାର୍ଥୀ ପଚାର କାର୍ଯ୍ୟ ରେ ବିଜେଡ଼ି ପ୍ରାର୍ଥୀନୀ କୁ ଏବେ ସୁଦ୍ଧା ଟକ୍କର ର ଦେବା ରେ ପଛ ରେ ରହି ଯାଇ ଛନ୍ତି ବର୍ତମାନ ପାର୍କ ନିର୍ବାଚନ ପଚାର ଚାଲିଛି ପାର୍ଥି ପତ୍ର ଦାଖଲ ପରେ ଓ ପାର୍ଥି ଗୋଷଣା ସମ୍ପୃନ ପ୍ରକାଶ ପାଇ ଲେ ଏହି ଜିଲ୍ଲା ରେ ରୋଚକ ପୃଣ୍ଣ ଭାବ ରେ ନିର୍ବାଚନ ସରଗରମ ହେବ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking