34.1 C
Bhubaneswar
Saturday, April 27, 2024
Homeଓଡିଶାଭାଲେଣ୍ଟାଇନ୍‌ରେ ଛୁରୀ ମାଡ

ଭାଲେଣ୍ଟାଇନ୍‌ରେ ଛୁରୀ ମାଡ

ଭୁବନେଶ୍ୱର: ଭାଲେଣ୍ଟାଇନ୍‌ ଦିବସରେ ବାଉନସରଙ୍କ ଛୁରୀ ମାଡରେ ୨ ଯୁବକ ଗୁରୁତର । ରାଜଧାନୀ ଖାରବେଳ ନଗରରେ ଏକ ବାରରେ ଏଭଳି କାଣ୍ଡ ଘଟଇତଇବା ସୂଚନା ମିଳିଛି । ତେବେ ଭାଲେଣ୍ଟାଇନ୍‌ ଦିବସ ଉପଲକ୍ଷେ ପ୍ରେମୀ ଯୁଗଳ ବାରକୁଯାଇଥିଲେ । ପାର୍ଟି କରିବା ସମୟରେ କୌଣସି କଥାକୁ ନେଇ ବାରର ବାଉନସର ମାନଙ୍କ ସହିତ ପାଟି ତୁଣ୍ଡ ହୋଇଥିଲା । ଏହାପରେ ବାଉନସରଙ୍କ ଛୁରୀ ମାଡରେ ୨ ଜଣ ଯୁବକ ଆହତ ହୋଇଛନ୍ତି । ଏନେଇ ଖାରବେଳନଗର ଥାନାରେ ଏତଲା ଦିଆଯିବା ପରେ , ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି ଓ ବାଉନସରମାନଙ୍କ ସହ ବାରର ମାଲିକଙ୍କୁ ପଚରାଉଚରା ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking