27.1 C
Bhubaneswar
Friday, May 10, 2024
Homeବ୍ରେକୀଙ୍ଗବଟନିକାଲ ଗାର୍ଡେନରେ ନିଆଁ

ବଟନିକାଲ ଗାର୍ଡେନରେ ନିଆଁ

ଭୁବନେଶ୍ୱର : ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଠାରେ ଥିବା ବଟନିକାଲ ଗାର୍ଡେନରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲିଭା କାର୍ଯ୍ୟରେ ବାରଙ୍ଗ ଅଗ୍ନିଶମ ଟିମ ନିୟୋଜିତ ହୋଇଛନ୍ତି । ଏହି ନିଆଁରେ କୌଣସି କ୍ଷୟ କ୍ଷତି ଘଟିନାହିଁ ବୋଲି ସୂଚନା ମିଳିଛି । ତେବେ ଭୋଜି ହେଉଥିବା ବେଳେ ନିଆଁ ଲାଗିଥିବା ଜଣାପଡିଛି । 

ବଟନିକାଲ ଗାର୍ଡେନର ପଛପଟୁ ରାସ୍ତାରୁ ନିଆଁ ଲାଗିଥିବା ଜଣାପଡିଛି । ତେବେ ଖରା ଥିବାରୁ ଏହି ନିଆଁ ଶୁଖିଲା ପତ୍ର ଯୋଗେ ଅଧିକ ବ୍ୟାପିଥିଲା । ନିଆଁକୁ ଆୟତରେ ଆଣିବା ସହଜ ନଥିଲା । ଅଗ୍ନିଶମ ବାହିନୀର ଅକ୍ଲାନ୍ତ ପରିଶ୍ରମରେ ନିଆଁକୁ ଆୟତ କରାଯାଇଥିଲା । ଅଗ୍ନିଶମ ଅଧିକାରୀଙ୍କ କହିବା ଅନୁସାରେ ପ୍ରାୟ ୨୦ରୁ ଉର୍ଦ୍ଧ କର୍ମଚାରୀ ଏହି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking