36.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଭାରତୀୟ ବଜାରରେ କମିଲା ସୁନା ଦର...

ଭାରତୀୟ ବଜାରରେ କମିଲା ସୁନା ଦର…

ନୂଆଦିଲ୍ଲୀ : ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର ଆସିଛି। ତେବେ ଆଜି ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶାରେ କେତେ ରହିଛି ସୁନା ଦର? ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର।ଓଡିଶା, ଭୁବନେଶ୍ୱର – ୨୪ କ୍ୟାରେଟ୍ – ୭୨,୧୬୦,୨୨ କ୍ୟାରେଟ୍ – ୬୬,୧୫୦,୧୮ କ୍ୟାରେଟ୍ – ୫୪,୧୨୦। ସେହିପରି ଚେନ୍ନାଇ – ୯ ମେ ୨୦୨୪ରେ ୨୪ କ୍ୟାରେଟ୍ ଦାମ୍ ପ୍ରତି ୧୦ ଗ୍ରାମ୍ – ୭୨,୧୬୦ , ୨୨ କ୍ୟାରେଟ୍ – ୧୦ ଗ୍ରାମ୍ ପ୍ରତି – ୬୬,୧୫୦। ମୁମ୍ବଇରେ ୨୪ କ୍ୟାରେଟ ୧୦ ଗ୍ରାମ୍ ପ୍ରତି – ୭୨,୧୬୦, ୨୨ କ୍ୟାରେଟ୍ – ୬୬,୧୫୦। ଦିଲ୍ଲୀରେ ୨୪ କ୍ୟାରେଟ୍ ୭୨,୩୧୦,୨୨ କ୍ୟାରେଟ୍ – ୬୬,୩୦୦ । କଲକାତା – ୨୪ କ୍ୟାରେଟ୍ – ୭୨,୧୬୦ , ୨୨ କ୍ୟାରେଟ୍ – ୬୬,୧୫୦ ଓ ବାଙ୍ଗାଲୋର – ୨୪ କ୍ୟାରେଟ୍ – ୭୨,୧୬୦,୨୨ କ୍ୟାରେଟ୍ – ୬୬,୧୫୦ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking