29.1 C
Bhubaneswar
Saturday, June 15, 2024
Homeଅପରାଧକାର୍ ଭିତରୁ ଝାମ୍ପିନେଲେ ୫ ଲକ୍ଷ

କାର୍ ଭିତରୁ ଝାମ୍ପିନେଲେ ୫ ଲକ୍ଷ

ପାଟଣାଗଡ : ପଲ୍‌ସରରେ ଆସି ୫ ଲକ୍ଷ ନେଇ ୨ ଦୁର୍ବୃତ୍ତ ଚମ୍ପଟ୍ । ବରୋଦା ବ୍ୟାଙ୍କ ପାଖରେ କାର୍ ଭିତରୁ ଟଙ୍କା ବ୍ୟାଗ୍ ଧରି ପଳାଇଲେ । ପାଟଣାଗଡ ଏସବିଆଇରୁ ୫ ଲକ୍ଷ ଉଠାଇ ଜଣେ ବ୍ୟକ୍ତି କାର୍‌ରେ ଫେରୁଥିଲେ । ବରୋଦା ବ୍ୟାଙ୍କ ପାଖରେ କାର୍ ରଖି ପରିବା କିଣିଲା ବେଳେ ଲୁଟ୍ । କାର୍ ଭିତରେ ଥିବା ତିନି ଜଣଙ୍କୁ ୩ ଶହ ଟଙ୍କା ପଡିଯାଇଛି କହିଥିଲେ ଦୁର୍ବୃତ୍ତ । ବ୍ୟକ୍ତି ଜଣଙ୍କ କାର୍ ଡୋର ଖୋଲିବା ମାତ୍ରେ ଟଙ୍କା ଝାମ୍ପି ନେଇ ଚମ୍ପଟ୍ ମାରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking