32.1 C
Bhubaneswar
Thursday, May 9, 2024
Homeଭାଲେଣ୍ଟାଇନ୍ ଡେ -2024ଭାଲେଣ୍ଟାଇନ ଡେ : ଆସନ୍ତୁ ଜାଣିବା ଚକୋଲେ ଡେର ଇତିହାସ ବିଷୟରେ...

ଭାଲେଣ୍ଟାଇନ ଡେ : ଆସନ୍ତୁ ଜାଣିବା ଚକୋଲେ ଡେର ଇତିହାସ ବିଷୟରେ…

ନୂଆଦିଲ୍ଲୀ : ପ୍ରେମ ଶାଶ୍ୱତ ପ୍ରେମ ଚିରନ୍ତନ। ଏହି ବାର୍ତ୍ତା ନେଇ ପ୍ରତିବର୍ଷ ଫେବୃୟାରୀ ୧୪ରେ ପାଳନ କରାଯାଇଥାଏ ଭାଲେଣ୍ଟାଇନ୍‌ ଡେ’ବା ପ୍ରେମ ଦିବସ। ବିଶେଷକରି ଯୁବପିଢ଼ି ଏହି ଦିନଟିକୁ ବେଶ୍‌ ଉତ୍ସାହର ସହ ପାଳନ କରିଥାନ୍ତି। ଫେବୃୟାରୀ ୭ ଅର୍ଥାତ୍‌ ରୋଜ୍‌ ଡେ’ରୁ ପ୍ରେମ ସପ୍ତାହ ଆରମ୍ଭ ହୋଇଥିବା ବେଳେ ୧୪ ହେଉଛି ସବୁଠୁ ଖୁସିର ଦିନ। ଚକୋଲେଟର ଇତିହାସ ବିଷୟରେ ଯାହା ବିଶ୍ୱାସ କରାଯାଏ ପ୍ରଥମେ ୧୫୧୯ ମସିହାରେ ସ୍ପେନର ଜଣେ ଗବେଷକ ହର୍ନାନ କର୍ଟେସଙ୍କୁ ଚକୋଲେଟ ପିଇବାକୁ ଦିଆଯାଇଥିଲା, ଏହାର ସ୍ୱାଦ ସାମାନ୍ୟ ପିତା ଥିଲା । ଏହା ପରେ ସେ ଏହାକୁ ସ୍ପେନ ନେଇଥିଲେ ଏବଂ ଚକୋଲେଟ ର ସ୍ୱାଦ ଆହୁରି ବଢାଇବା ପାଇଁ ସେ ଏଥିରେ ଭାନିଲା, ଚିନି ଏବଂ ବାଦାମ ମିଶାଇଥିଲେ। ଏହା ପରେ ୧୫୫୦ ମସିହାରେ ଜୁଲାଇ ୭ରେ ପ୍ରଥମ ଥର ପାଇଁ ଚକୋଲେଟ୍ ଡେ ପାଳନ କରାଯାଇଥିଲା । ଏଥି ସହିତ, ସେହି ଦିନଠାରୁ, ଫେବୃଆରୀ ୯ କୁ ସାରା ବିଶ୍ୱରେ ଚକୋଲେଟ୍ ଡେ ଭାବରେ ପାଳନ କରାଯାଇଥିଲା । ଚକୋଲେଟ ଡ଼େ ରେ ନିଜ ନିଜ ସାଥୀଙ୍କ ପସନ୍ଦ ଅନୁସାରେ ଏହାକୁ ଘରେ ମଧ୍ୟ ପ୍ରସ୍ତୁତ କରାଯାଉଛି । ଯଦି ଆପଣ ଚାହାଁନ୍ତି, ଆପଣ ଚକୋଲେଟ୍ ସିରପ ମଧ୍ୟ ତିଆରି କରିପାରିବେ । ଏହା ବାଦ ଆପଣ ଚକୋଲେଟ୍ କୁକିଜ୍ ମଧ୍ୟ ପ୍ରସ୍ତୁତ କରିପାରିବେ । ଯଦି ଆପଣ ଚାହାଁନ୍ତି, ଆପଣ ନିଜ ସାଥୀଙ୍କୁ ହାତ ତିଆରି ଚକୋଲେଟ୍ ଗୁଡ଼ାଇ ଉପହାର ଦେଇପାରିବେ । ଏହି ପଦ୍ଧତି ବହୁତ ପୁରୁଣା ହୋଇଥିଲେ ମଧ୍ୟ ପାର୍ଟନର ଅଧିକ ଖୁସି ହୋଇଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking