32.1 C
Bhubaneswar
Friday, April 26, 2024
Homeଓଡିଶାଦେଢ କୁଇଂଟାଲର ବିରଳ ପ୍ରଜାତିର ମାଛ ଉଦ୍ଧାର

ଦେଢ କୁଇଂଟାଲର ବିରଳ ପ୍ରଜାତିର ମାଛ ଉଦ୍ଧାର

ପାରାଦୀପ : ଗୁରୁବାର ପାରାଦ୍ୱୀପର ଦୂର ସମୁଦ୍ର ଭିତରକୁ ଟାପା ଡଙ୍ଗୀରେ ମାଛ ଧରିବାକୁ ଯାଇଥିବା ବେଳେ , ସେମାନଙ୍କ ଜାଲରେ ବିରଳ ପ୍ରଜାତିର ମାଛ ପଡିଥିଲା । ଏହାକୁ ପାଣିକୁଆ ମାଛ କୁହାଯାଉଥିବା ବେଳେ ଗୋଟିଏ ମାଛର ଓଜନ ଦେଢ କୁଇଂଟାଲ ଓ ଅନ୍ୟ ଦୁଇଟି ୬୦ କେଜି ଓଜନ ବୋଲି କୁହାଯାଉଛି । ଶୁକ୍ରବାର ଦିନ ବାଲିପ୍ଲଟରେ ଏହି ଡଙ୍ଗା ଲାଗିବା ଓ ଏପରି ମାଛ ପଡିଥିବାର ଖବର ପ୍ରଚାରିତ ହେବାପରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ପରବର୍ତୀ ସମୟରେ ଏହି ମାଛକୁ ବାହାର ରାଜ୍ୟକୁ ରପ୍ତାନି କରାଯାଇଥିବାର ଜଣାପଡିଛି ।
https://onakhabar.com/2019/12/06/one-died-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking