28.1 C
Bhubaneswar
Saturday, April 27, 2024
Homeଓଡିଶାଓଡ଼ିଶା ଲୋକସେବା ଆୟୋଗରେ ନିଯୁକ୍ତ ହେଲେ ୨ ସଦସ୍ୟ

ଓଡ଼ିଶା ଲୋକସେବା ଆୟୋଗରେ ନିଯୁକ୍ତ ହେଲେ ୨ ସଦସ୍ୟ

ଭୁବନେଶ୍ୱର: ଓଡିଶା ଲୋକସେବା ଆୟୋଗରେ ଆଜି ୨ ସଦସ୍ୟଙ୍କୁ ନିଯୁକ୍ତ କଲେ ସରକାର । ଅବସରପ୍ରାପ୍ତ ଆଇଏଏସ ବିଭୂତି ଭୂଷଣ ପଟ୍ଟନାୟକଙ୍କୁ ଓପିଏସସିର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି । ସେହିପରି ପ୍ରଫେସର ଡକ୍ଟର ସୁଧାଂଶୁ ଶେଖର ରଥଙ୍କୁ ଏହାର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି ।
ତେବେ ବିଭୂତି ଭୂଷଣ ସମବାୟ ରେଜିଷ୍ଟ୍ରାର ପଦରୁ ଅବସର ନେଇଥଲେ । ସେହିଭଳି ସୁଧାଂଶୁ ଶେଖର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking