30.1 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗଶିମିଳିପାଳ ଅଭୟାରଣ୍ୟରେ ଧରାପଡିଲେ ଦୁଇ କନଷ୍ଟେବଳ ଶିକାରୀ

ଶିମିଳିପାଳ ଅଭୟାରଣ୍ୟରେ ଧରାପଡିଲେ ଦୁଇ କନଷ୍ଟେବଳ ଶିକାରୀ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ରକ୍ଷକ ସାଜିଲା ଭକ୍ଷକ, 2 ପୋଲିସ କର୍ମଚାରୀ ସାଜିଲେ ଶିକାରୀ। ମାଇ କୁଟୁରା ଶିକାର କରୁଥିବା ବେଳେ ଶିମିଳିପାଳ ବନଅଧିକାରୀଙ୍କ ଦ୍ୱାରା ଗିରଫ, ଗିରଫ ପୋଲିସ କର୍ମଚାରୀ ମାନେ ହେଲେ ବାଲେଶ୍ୱର ଜିଲ୍ଲା ସହଦେଵ ଖୁଣ୍ଟା ପୋଲିସ ଷ୍ଟେସନରେ କାର୍ଯ୍ୟରତ କନଷ୍ଟେବଳ ପୂର୍ଣଚନ୍ଦ୍ର ମଢେଇ, ଅନ୍ୟଜଣେ ସେହି ଥାନାର ହେମନ୍ତ କୁମାର ମହାନ୍ତି, ସୂଚନା ଦେଲେ ଶିମିଳିପାଳ ଟାଇଗର ରିଜର୍ଭ ଅଧିକାରୀ, ବାରିପଦା। ସେପଟେ ଘଟଣାସମ୍ପର୍କରେ ଅଧିକାରୀ ଜାଣିଲା ପରେ ଅଧିକ ତଦନ୍ତ ଆରମ୍ଭ କରିଛି ବନବିଭାଗ। ଏହି ଶିକାରୀ ମାନେ ଶିମିଳିପାଳ ଅଭୟାରଣ୍ୟର ନଅଣା ରେଞ ଭିତରେ ପଶି ଶିକାର କରୁଥିବା ବେଳେ ବନବିଭାଗ ଅଧିକାରୀଙ୍କ ଦ୍ଵାରା ଧରାପଡିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking