28.1 C
Bhubaneswar
Saturday, May 11, 2024
Homeବ୍ରେକୀଙ୍ଗଦୁଇ ବାଇକ୍ ମୁହାଁମୁହିଁ; ଦୁଇ ଗୁରୁତର

ଦୁଇ ବାଇକ୍ ମୁହାଁମୁହିଁ; ଦୁଇ ଗୁରୁତର

କୋରାପୁଟ: କୋରାପୁଟ ଜିଲ୍ଲାର ଦଶମନ୍ତ ପୁର ଥାନା ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହେବାରୁ ଦୁର୍ଘଟଣା ସ୍ଥଳରେ ଦୁର୍ଯୋଧନ ନାୟକ ଓ ମିଥୁନ ଗୋଉଡ ଗୁରୁତର ଆହତ ହୋଇଛନ୍ତି । କୌଣସି ସୂତ୍ରରୁ ଖବର ପାଇ ଦଶମନ୍ତ ପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଉଭୟ ଙ୍କୁ ଉଦ୍ଧାର କରି ଦଶମନ୍ତପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରି ଚିକିତ୍ସା ପରେ କୋରାପୁଟ ଜିଲ୍ଲା ମେଡ଼ିକାଲ କୁସ୍ଥାନାନ୍ତର କରି ଥିବା ଜଣାପଡିଛି । ଦୁଇ ବାଇକ୍ କୁ ଦଶମନ୍ତ ପୁରପୋଲିସ ଜବତ କରିବାସହ ଦଶମନ୍ତ ପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇ ପ୍ରାଥମିକଚିକିତ୍ସା ପରେ କୋରାପୁଟସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଛି । ଘଟଣା ଟି ଦଶମନ୍ତପୁର ଥାନା ଠାରୁ ମାତ୍ର ଦୁଇ କିମି ଦୂର ବଦଳି କୁଡୁମା ଗାଁ ନିକଟସ୍ଥ ସାଉଥକ କଲନି ପାଖରେ ଅପରାହ୍ନ ୩ ଟା ବେଳେ ଦୁର୍ଘଟଣା ହୋଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking