28.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଆମରେିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଟ୍ୱିଟ୍‌ର ଆକାଉଣ୍ଟ ହ୍ୟାକ

ଆମରେିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଟ୍ୱିଟ୍‌ର ଆକାଉଣ୍ଟ ହ୍ୟାକ

ନୂଆଦିଲ୍ଲୀ : ବିଶ୍ୱର ବଡ଼ ନେତା ଓ ଶିଳ୍ପପତିଙ୍କ ଟ୍ୱିଟ୍‌ର ଆକାଉଣ୍ଟ ହ୍ୟାକ୍ । ଆମରେିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଟ୍ୱିଟ୍‌ର ଆକାଉଣ୍ଟ ହ୍ୟାକ୍ ହୋଇଛି ବୋଲି ସୂଚନା ମିଳିଛି । ଇକମର୍ସ ସଂସ୍ଥା ଆମାଜନ୍ ସିଇଓ ଜେଫ୍ ବେଜୋସଙ୍କ ଟ୍ୱିଟ୍‌ର ଆକାଉଣ୍ଟହ୍ୟାକ୍ ହୋଇଛି । ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ବିଲ୍ ଗେଟ୍‌ସଙ୍କ ଟ୍ୱିଟ୍‌ର ଆକାଉଣ୍ଟ ହ୍ୟାକ୍ ହୋଇଛି । ଟେଲସା ସିଇଓ ଏଲନ୍ ମସ୍କ, ଆପେଲ୍ ଓ ଉବେର ଟ୍ୱିଟ୍‌ର ଆକାଉଣ୍ଟ ହ୍ୟାକ୍ ହୋଇଛି । ୧୦୦୦ ଡଲାର ଦେଲେ ୨୦୦୦ ଡଲାର ପାଇବେ ବୋଲି ଲେଖି ଟ୍ୱଟ୍ କଲେ ହ୍ୟାକର୍ । ହ୍ୟାକ୍ ସମ୍ପର୍କରେ ସବିଶେଷ ଯାଂଚ ହେଉଥିବା ସ୍ପଷ୍‌ଟ କରିଛନ୍ତି ଟ୍ୱିଟର୍ । ନାବୀ ବ୍ୟକ୍ତିବିଶେଷଙ୍କ ସବୁ ତଥ୍ୟ ସୁରକ୍ଷିତ ଥିବା ଟ୍ୱିଟ୍ କରି ଜଣାଇଲେ ଟ୍ୱିଟର୍ । ସୁରକ୍ଷା ଦୃଷ୍ଟିରୁ ଉକ୍ତ ବ୍ୟକ୍ତିଙ୍କ ଟ୍ୱିଟର୍ ଆକାଉଣ୍ଟକୁ ସାମାୟିକ ବନ୍ଦ କଲା ଟ୍ୱିଟ୍‌ର । ହ୍ୟାକ୍ ହୋଇଥିବା ଟ୍ୱିଟ୍‌ର ହ୍ୟାଣ୍ଡେଲ୍ ଖୁବ୍‌ଶୀଘ୍ର ସଚଳ ହେବ ବୋଲି କହିଛନ୍ତି ଟ୍ୱିଟ୍‌ର ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking