27.1 C
Bhubaneswar
Friday, May 1, 2026
Homeଓଡିଶାକାଲିଠୁ ପର୍ଯ୍ୟଟକଙ୍କୁ  ସାତକୋଶିଆ ମନା

କାଲିଠୁ ପର୍ଯ୍ୟଟକଙ୍କୁ  ସାତକୋଶିଆ ମନା

ଅନୁଗୁଳ : ପର୍ଯ୍ୟଟକଙ୍କୁ ସାତକୋଶିଆ ଯିବା ପାଇଁ ବାରଣ କରାଯାଇଛି । କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ପଯ୍ୟଟକଙ୍କୁ ମନା କରାଯାଇଛି । ୫ରୁ ୯ ତାରିଖ ଓ ୧୭ରୁ ୧୮ ଯାଏଁ ବୋଟିଂ ବନ୍ଦ ରହିବ । ଏନେଇ ସୂଚନା ଦେଇଛନ୍ତି ସାତକୋଶିଆ ଡିଏଫଓ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking