27.1 C
Bhubaneswar
Friday, May 1, 2026
Homeଦେଶ ବିଦେଶମୁଁ  ସନ୍ନ୍ୟାସ ହୋଇନାହିଁ :  ରୋହିତ

ମୁଁ  ସନ୍ନ୍ୟାସ ହୋଇନାହିଁ :  ରୋହିତ

ନୂଆଦିଲ୍ଲୀ : ସିଡନୀ ଟେଷ୍ଟ  ନଖେଳିବା ପାଇଁ  ମୁହଁ ଖୋଲିଲେ ରୋହିତ ଶର୍ମା ।  ମୁଁ ସନ୍ନ୍ୟାସ ହୋଇନାହିଁ କହିଲେ ରୋହିତ । କେବଳ ଗୋଟିଏ ମ୍ୟାଚ ପାଇଁ  ବିଶ୍ରାମ ନେଇଛି କହିଲେ  ରୋହିତ । ବିଶ୍ରାମ ନେବା ମୋର ନିଜସ୍ୱ ନିଷ୍ପତ୍ତି  ଦଳର ହିତ ଦୃଷ୍ଟିରୁ ବଡ ନିଷ୍ପତ୍ତି ନେଇଛି କହିଲେ ରୋହିତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking