28.1 C
Bhubaneswar
Friday, May 3, 2024
Homeଓଡିଶାଭ୍ରଷ୍ଟାଚାରର ପର୍ଯ୍ୟଟନସ୍ଥଳୀ: ଅପରାଜିତା

ଭ୍ରଷ୍ଟାଚାରର ପର୍ଯ୍ୟଟନସ୍ଥଳୀ: ଅପରାଜିତା

ଭୁୁବନେଶ୍ୱର: ଡେରାସ ଜମି ଦୁର୍ନୀତି ବିରୋଧରେ ସାଂସଦଙ୍କ ଜନ ଆନେ୍ଦାଳନ ସମାବେଶ । ଏନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । କହିଲେ ମୁଖ୍ୟମନ୍ତ୍ରୀଙ୍କୁ ୨ଟା ଚିଠି ଲେଖିଲି, ସେ ପଢ଼ିନଥିବେ, ପହଂଚି ନଥି । ୧୫୦ ଏକର ଜମିର ଚିହ୍ନଟ କରନ୍ତୁ, ଯାହାର ଯାହା ତାଙ୍କୁ ଦିଆଯାଉ । ଠାକୁରଙ୍କ ଜମି ଠାକୁରଙ୍କ ପାଖକୁ ଯାଉ, ଅନାବାଦୀ ସରକାରଙ୍କ ପାଖକୁ ଯାଉ । ସେଠି ଥିବା ଗେଟ୍ ରାଜ୍ୟ ସରକାରଙ୍କ ଭ୍ରଷ୍ଟାଚାରର ପର୍ଯ୍ୟଟନସ୍ଥଳୀ । ତେଣୁ ସେ ଗେଟ୍ ଭଙ୍ଗାଯିବନି, ତାହା ଧର୍ମ ମୃତୁ୍ୟର ପ୍ରତୀକ । ରାଜ୍ୟସରକାର ଅସମ୍ବେଦଶୀଳ, ଗରିବକଙ୍କୁ ଛାଡ଼ି ମାଫିଆଙ୍କ ସହ ଅଛନ୍ତି । ଓବିସିସି ପକ୍ଷରୁ ୮୫ ପ୍ରତିଶତ କାମ ଅଣ ଓଡ଼ିଆ କଣ୍ଟ୍ରାକ୍ଟରଙ୍କୁ ଦିଆଯାଇଛି । ମୁଁ ୨୪ ବର୍ଷ ପ୍ରଶାସନ୍ଖଳ ସେବାରେ ଥିଲି, ଏମିତି ନଥିଲା । ଆମ ଲୋକ ଦାଦନ ଯିବେ, ବାହାର ଲୋକ ଜଙ୍ଗଲ, ଜମି, ପାଣି ଲୁଟିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking