37.1 C
Bhubaneswar
Friday, May 17, 2024
Homeଦେଶ ବିଦେଶଦିଲ୍ଲୀ NCRରେ ଭୂମିକମ୍ପ ଝଟକା, ତୀବ୍ରତା ୪.୨

ଦିଲ୍ଲୀ NCRରେ ଭୂମିକମ୍ପ ଝଟକା, ତୀବ୍ରତା ୪.୨

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ଭୂମିକମ୍ପ ଝଟକା । ଦିଲ୍ଲୀରେ ୪.୨ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପ ଅପରାହ୍ନ ୪ଟା ୮ ମିନିଟରେ ହୋଇଛି । ଏହାର କେନ୍ଦ୍ରସ୍ଥଳ ଫରିଦାବାଦ ବୋଲି କୁହାଯାଉଛି । ଅକ୍ଟୋବର ୩ରେ ଉତ୍ତର ଭାରତ ସମେତ ଅନେକ ଦେଶ ଏବଂ ରାଜ୍ୟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଆଉ ସେତେବେଳର ଭୂମିକମ୍ପର କେନ୍ଦ୍ରସ୍ଥଳ ନେପାଳ ରହିଥିଲା ।

ଜମି ଦୁର୍ନୀତି ପ୍ରସଙ୍ଗ: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ବିଶାଳ ଜନ ଆନ୍ଦୋଳନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking