27.1 C
Bhubaneswar
Tuesday, May 7, 2024
Homeରାଶିଫଳଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: କର୍ମକ୍ଷେତ୍ରରେ ଏବଂ ବ୍ୟବସାୟରେ ସ୍ଥିତି ସମାନ ରହିବ । ବିପରିତ ଅବସ୍ଥାରେ ସୁଧାର ଆସିବ । ଶତ୍ରୁମାନେ ପରାଜିତ ହେବେ । ପାରିବାରିକ ସୁଖ ବୃଦ୍ଧି ପାଇବ । ମହିଳାମାନେ ବହୁତ ପରିଶ୍ରମକରିବେ ।
ବୃଷ: ଚାକିରି କ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟ ଲାଭବାନ ହେବେ । ଧନ ସମ୍ପତ୍ତି ବୃଦ୍ଧି ହେବ । ଶତ୍ରୁମାନେ ପରାଜିତ ହେବେ । ଆର୍ôଥକ ସ୍ଥିତି ସୁଦୃଢ଼ ହେବ । ନୂତନ ବନ୍ଧୁ ସମ୍ପର୍କ ସୃଷ୍ଟି ହେବ ।
ମିଥୁନ: ନିୟମିତ ରୋଜଗାରରେ ଲାଭ ହେବ । ବନ୍ଧୁ ସହଯୋଗ ମିଳିବ । ବିଭିନ୍ନ କାର୍ଯ୍ୟରେ ସଫଳତା ମିଳିବ । ଶାରିରୀକ ଅସୁସ୍ଥତା ବୃଦ୍ଧି ପାଇବ । ନୂତନ ସମ୍ପତ୍ତି ଲାଭ ହୋଇପାରେ ।
କର୍କଟ: ବ୍ୟବସାୟରେ ଉନ୍ନତି ହେବ । ଆକସ୍ମିକ ଧନଲାଭର ସୁଯୋଗ ଆସିବ । ଅବରୋଧ ହୋଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ନୂତନ ଦ୍ରବ୍ୟକ୍ରମ କରିପାରନ୍ତି । ମାନସମ୍ମାନ ବୃଦ୍ଧି ପାଇବ ।
ସିଂହ: କର୍ମକ୍ଷେତ୍ରରେ ତଥା ବ୍ୟବସାୟ କ୍ଷେତ୍ରରେ କ୍ଷତି ଘଟିବ । ଦୂରଦୁରାନ୍ତକୁ ଯାତ୍ରା କରିବେ । ଅଯଥା ହଇରାଣ ହୋଇପାରନ୍ତି । ଗୁରୁଜନଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହୋଇପାରନ୍ତି । ମହିଳାମାନେ ବିପଦର ସମ୍ମୁଖୀନ ହେବେ ।
କନ୍ୟା: ଶାରିରୀକ ଅସୁସ୍ଥତା କଷ୍ଟ ପାଇପାରନ୍ତି । ଆର୍ôଥକ ଅଭାବ ନ ରହି ସୁଦ୍ଧା ଶାନ୍ତି ମିଳନପାରେ । ଅନେକ କ୍ଷେତ୍ରରୁ ସହଯୋଗ ମିଳିବ । କର୍ମକ୍ଷେତ୍ର ତଥା ବ୍ୟବସାୟ କ୍ଷେତ୍ରରେ ଅଯଥା କ୍ଷତିର ସୂଚନା ମିଳିବ । ମହିଳାମାନେ ଛାତ୍ରଛାତ୍ରୀମାନେ ଉପକୃତ ହେବେ ।
ତୁଳା : ଆଜି ଆର୍ôଥକ ଅସୁବିଧା ଦେଖାଯିବ । କର୍ମକ୍ଷେତ୍ରରେ ଦୂରକୁ ସ୍ଥାନାନ୍ତରିତ ହେବାର ଜଣାଯାଏ । ବ୍ୟବସାୟ କ୍ଷେତ୍ରରେ ଅସୁବିଧା ଆସିବ । ମହିଳାମାନେ ସୁଯୋଗ ହରାଇ ପାରନ୍ତି ।
ବିଛା: ଆଜି ଆମଦାନୀର ମାର୍ଗ ପ୍ରସସ୍ଥ ହେବ । ବ୍ୟବସାୟରେ ସଫଳତାର ଲାଭ କରିବେ । ଶତ୍ରୁମାନେ ପରାଜିତ ହେବେ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ମାନସିକ ଚିନ୍ତା ବୃଦ୍ଧି ପାଇବ ।
ଧନୁ: ପରିଶ୍ରମ ଓ କୌଶଳ ଦ୍ୱାରା ବିଗିଡ଼ି ଯାଇଥିବା କାର୍ଯ୍ୟରେ ସଫଳତା ମିଳିବ । ମାନସମ୍ମାନ ବୃଦ୍ଧି ପାଇô । ବ୍ୟବସାୟରେ ଉନ୍ନତି ହୋଇପାରେ । ଶତ୍ରୁମାନେ ପରାଜିତ ହେବେ । ପାରିବାରିକ ଶାନ୍ତି ମିଳିବ । ଆର୍ôଥକ ଉନ୍ନତି ହେବ ।
ମକର : ଆର୍ôଥକ ଅନୁଶୋଚନା ଅନୁଭତ କରିବେ । ଶାରିରୀକ ଅସୁସ୍ଥତା ପ୍ରତିଭାବାନ ହେବେ । ଆବଶ୍ୟକ କର୍ମକ୍ଷେତ୍ରରେ ମହିଳାମାନେ ଠକାମୀରେ ପଡ଼ିପାରନ୍ତି ।
କୁମ୍ଭ: ଶାରିରୀକ ସୁସ୍ଥତା ପ୍ରତି ଖୁବ ଯତ୍ନବାନ ହେବେ । ବନ୍ଧୁ ସହଯୋଗ ପାଇଲେ ମଧ୍ୟ କର୍ମରେ ଅଶାନ୍ତି, ବ୍ୟବସାୟରେ ହଠାତ ଲାଭ ହୋଇପାରେ । ମହିଳାମାନେ ନୂତନ ଦାୟିତ୍ୱରେ ପ୍ରଶଂସିତ ହେବେ । ଭ୍ରମଣ ଯୋଗ ଆସିପାରେ ।
ମୀନ : ଆର୍ôଥକ କ୍ଷତି ସଂଗେ କୌଣସି ଅଘଟଣ ଘଟିପାରେ । ପାରିବାରିକ ଅଶାନ୍ତି ଦୂରହେବା ଅସମ୍ଭବ । ସେଥିପ୍ରତି ସତର୍କ ରହିବା ଆବଶ୍ୟକ । କର୍ମକ୍ଷେତ୍ରରେ ସାମାନ୍ୟ ସହଯୋଗ ମିଳିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking