29.1 C
Bhubaneswar
Saturday, April 27, 2024
Homeଓଡିଶାପୋଲିସ ଏସଆଇ ପରୀକ୍ଷାରେ ଭିଭାଭୋସ ନାହିଁ

ପୋଲିସ ଏସଆଇ ପରୀକ୍ଷାରେ ଭିଭାଭୋସ ନାହିଁ

ଭୁବନେଶ୍ୱର: ଓଡିଶା ପୋଲିସ ପକ୍ଷରୁ ୪୭୭ ସବ ଇନସ୍ପେକ୍ଟର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ନିଯୁକ୍ତି ପଦ୍ଧତି ସଂପର୍କରେ ଏଡିଜି ଯଶୋବନ୍ତ ଜେଠୱା ସୂଚନା ପ୍ରଦାନ କରି କହିଛନ୍ତି, ନିଯୁକ୍ତି ପାଇଁ ଅନଲାଇନ ଆବେଦନ ବ୍ୟବସ୍ଥା ଆରମ୍ଭ କରି ଦିଆଯାଇଛି । ଏଯାଏ ୨୮୩୧ ପ୍ରାର୍ଥୀ ରେଜିଷ୍ଟ୍ରେସନ,୭୭୨ ଆବେଦନ କରିସାରିଲେଣି । ଅଗଷ୍ଟ ୬ରୁ ୧୬ ମଧ୍ୟରେ କମ୍ପ୍ୟୁଟର ବେସଡ ଲିଖିତ ପରୀକ୍ଷା କରାଯିବ । ୨ଟି ପେପର ବିଶିଷ୍ଟ କେବଳ ସଂକ୍ଷିପ୍ତ ଉତ୍ତରମୂଳକ ପରୀକ୍ଷା ହେବ । ଏସଆଇ ନିଯୁକ୍ତି ପରୀକ୍ଷାରେ ଭିଭାଭୋସ ହେବନି ବୋଲି ଏଡିଜି ଜେଠୱା କହିଛନ୍ତି । ପ୍ରଥମ ଥର ପାଇଁ ୩ୟ ଲିଙ୍ଗିମାନଙ୍କୁ ଆବେଦନ ପାଇଁ ଆହ୍ୱାନ କରୁଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking