29.1 C
Bhubaneswar
Saturday, April 27, 2024
Homeଓଡିଶାଚଳିତ ବର୍ଷ ୨ ଗୁଣରୁ ଅଧିକ ପକ୍କା ଘର ନିର୍ମାଣ

ଚଳିତ ବର୍ଷ ୨ ଗୁଣରୁ ଅଧିକ ପକ୍କା ଘର ନିର୍ମାଣ

ଭୁବନେଶ୍ୱର: ଗତ ବର୍ଷ ଠାରୁ ଚଳିତ ଥର ଅଧିକ ଘର ନିର୍ମାଣ କରାଯାଇଛି । ଚଳିତ ଆର୍ଥିକ ବର୍ଷ ନିର୍ମାଣ ହୋଇଛି ୧ ଲକ୍ଷ ୧୪ ହଜାର ୬୪୪ ପକ୍କା ଘର । ଗତ ଆର୍ଥିକ ବର୍ଷ ଠାରୁ ଏଥର ଦୁଇ ଗୁଣରୁ ଅଧିକ ପକ୍କା ଘର ନିର୍ମାଣ ହୋଇଛି । ୨୦୧୪-୧୫ରୁ ଏଯାଏଁ ୨୬,୮୪,୮୧୮ ପକ୍କା ଘର ନିର୍ମାଣ ହୋଇଛି । ଶୀଘ୍ର ଘର ଶେଷ କରିବା ଲାଗି ୮୨୮ କୋଟିର ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯାଇଛି । ଏନେଇ ଆଜି ସୂଚନା ପ୍ରଦାନ କରିଛନ୍ତି ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking