29.1 C
Bhubaneswar
Wednesday, May 1, 2024
Homeଓଡିଶାରାସ୍ତାରେ ଶୋଇଥିବା ଗୋରୁ ମାନଙ୍କ ଉପରେ ମାଡ଼ିଗଲା ଟ୍ରକ

ରାସ୍ତାରେ ଶୋଇଥିବା ଗୋରୁ ମାନଙ୍କ ଉପରେ ମାଡ଼ିଗଲା ଟ୍ରକ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ୧୪୩ ନଂ ଜାତୀୟ ରାଜପଥରେ ଘଟିଛି ଅଭବନୀୟ ଘଟଣା । ରାସ୍ତାରେ ଶୋଇଥିବା ଗୋରୁ ମାନଙ୍କ ଉପରେ ଏକ ମାଲ ବୋଝେଇ ଟ୍ରକ ଚଢିଯାଇଛି । ଫଳରେ ୧୨ ଟି ଗାଈଙ୍କର ମୃତ୍ୟୁ ଘଟିଛି । ଏବଂ ଦୁଇ ଗୋରୁଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ତେବେ ଆଜି ଭୋର ସମୟରେ ରାସ୍ତାରେ ଗୋରୁ ଶୋଇଥିବା ସମୟରେ ଏହି ଟ୍ରକଟି ମାଡିଯାଇଥିଲା । ଏବଂ ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଗାଡିଟି ଫେରାର ହୋଇଯାଇଛି । ଏନେଇ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ତେବେ ଖବର ପାଇ ବୀରମିତ୍ରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଗୋରୁଙ୍କ ମୃତଦେହ ଉଦ୍ଧାର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking