30.1 C
Bhubaneswar
Friday, April 26, 2024
Homeଓଡିଶାଭତ୍ତା ନେବାକୁ ଆସି ଦୁର୍ଘଟଣାର ସମ୍ମୁଖୀନ ହେଲେ ବୃଦ୍ଧ

ଭତ୍ତା ନେବାକୁ ଆସି ଦୁର୍ଘଟଣାର ସମ୍ମୁଖୀନ ହେଲେ ବୃଦ୍ଧ

ମୟୂରଭଞ୍ଜ : ଭତ୍ତା ନେବାକୁ ଆସି ଦୁର୍ଘଟଣାର ସମ୍ମୁଖୀନ ହେଲେ ବୃଦ୍ଧ । ଏପରି ଏକ ମରଣାନ୍ତକ ସଡ଼କ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କୁଚେଇ ପଂଚାୟତ ଅଫିସ ସମ୍ମୁଖରେ । ଭତ୍ତା ନେବାକୁ ଆସୁଥିବା ସମୟରେ ୧୮ ନଂ ଜାତୀୟ ରାଜପଥ ପାର ହେଉଥିବା ବେଲେ ବୁଢାମରା ରୁ ବାହାରି ବାରିପଦା ଅଭିମୁଖେ ଯାଉଥିବା ଚିପ୍ସ ବୋଝେଇ ଡ଼ମ୍ପର ବୃଦ୍ଧକୁ ଧକା ମାରିଛି । ଘଟଣାସ୍ଥଳରେ ବୃଦ୍ଧ ଚେତାଶୂନ୍ୟ ହୋଇଥିବା ବେଳେ ଗୁରୁତ୍ତର ଅବସ୍ଥାରେ ଏକ ଘୋରଇ କାର ଯୋଗେ ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ବୃଦ୍ଧ ବ୍ୟକ୍ତି ଜଣକ ଆନିଆପାଳ ଅଞ୍ଚଳର ତ୍ରିନାଥ ବେହେରା ବୋଲି ଜଣା ପଡିଛି ।
https://onakhabar.com/2020/03/03/teachers-fired-for-certificate-fraud/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking