34.1 C
Bhubaneswar
Friday, March 29, 2024
Homeଓଡିଶାନିଜର ମିତ୍ର ହେଉ କି ଶତ୍ରୁ ସମସ୍ତଙ୍କ ସହ ମନାଯାଏ ହୋଲି କାହିଁକି ଜାଣନ୍ତି...

ନିଜର ମିତ୍ର ହେଉ କି ଶତ୍ରୁ ସମସ୍ତଙ୍କ ସହ ମନାଯାଏ ହୋଲି କାହିଁକି ଜାଣନ୍ତି କି?

ଭୁବନେଶ୍ୱର : ଭଗବାନ ବିଷ୍ଣୁ ନୃସିଂହ ରୂପ ଧାରଣ କରି ହିରଣ୍ୟକଶ୍ୟପକୁ ବଦ୍ଧ କରିଥିଲେ । ପ୍ରହଲ୍ଲାଦ କହୁଥିଲେ କି ଭଗବାନ ବିଷ୍ଣୁ ସବତ୍ର ବିଦ୍ୟମାନ ଅଟନ୍ତି ।ଏହି କାରଣରୁ ଭକ୍ତ ପ୍ରହଲ୍ଲାଦଙ୍କ କଥାର ପ୍ରମାଣ ଦେବାକୁ ଯାଇ ବିଷ୍ଣୁ ନରସିଂହ ରୂପ ଧାରଣ କରି ଖମ୍ବରୁ ପ୍ରକଟ ହୋଇଥିଲେ ଓ ହିରଣ୍ୟକଶ୍ୟପକୁ ବଦ୍ଧ କରିଥିଲେ । ଶତ୍ରୁ ହେଉ ବା ମିତ୍ର ତାଙ୍କ ଦେହରେ ସ୍ୱଂୟ ନାରାୟଣ ଅଛନ୍ତି । ବ୍ୟକ୍ତି ବିଶେଷର କର୍ମକୁ ଭୁଲି ତା ମଧ୍ୟରେ ଥିବା ଭଗବାନଙ୍କୁ ଦେଖିବା ସହ ମନ ମାଳିନ କୁ ଭୁଲି ଏକାଠି ମିଳିମିଶି ଚଳିବାର ଏହା ଏକ ମାଧ୍ୟମ ଅଟେ ।ତେବେ ରଙ୍ଗର ପର୍ବ ହୋଲିକୁ ସମସ୍ତଙ୍କ ସହ ମିଶି ପାଳନ କରନ୍ତୁ ।

ହୋଲି ଖେଳିବା ସମୟରେ ସର୍ତକତାବି ଅବଲମ୍ବନ କରନ୍ତୁ ଯେପରି ରଙ୍ଗ ଆପଣଙ୍କୁ ଓ ଆପଣଙ୍କ ସାଙ୍ଗ,ସାଥି,ପରିବାର କେହି ଅସୁବିଧାରେ ନପଡି ଖୁସିର ସହକାରେ ହୋଲି ମନାଇ ପାରିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking