36.1 C
Bhubaneswar
Monday, May 6, 2024
Homeଓଡିଶାଦୋଷ ଖସାଇଲେ ବୋର୍ଡ ସଭାପତି !

ଦୋଷ ଖସାଇଲେ ବୋର୍ଡ ସଭାପତି !

ଭୁବନେଶ୍ୱର : କିଛି ମାଟ୍ରିକ ପରୀକ୍ଷାର୍ଥୀ ଅନୁପସ୍ଥିତ ନେଇ ବୋର୍ଡ ସଭାପତିଙ୍କ ପ୍ରତିକ୍ରିୟା । ଆମର କିଛି ଦୋଷ ନାହିଁ ବୋଲି କହି ନିଜ ଆଡୁ ଦୋଷ ଖସାଇଲେ ସଭାପତି । ଆହୁରି ମଧ୍ୟ କହଛ୍ନ୍‌ି କି, ସେକଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବୁଝିବ । ପରୀକ୍ଷା ପରିଚାଳନା ଆମ କାମ , ଫର୍ମ ଫିଲଅପ କଲେ ପରୀକ୍ଷା କରେଇବୁ । ଭେରିଫିକେସନ କରିବା ପାଇଁ ଆମ ପାଖରେ କୈାଣସି ବ୍ୟବସ୍ଥା ନାହିଁ । ଯଉଁ ମାନେ ଫର୍ମ ଫିଲ ଅଫ କରିଛନ୍ତି ଆମେ ଆଡମିଟ୍ କାର୍ଡ ଇସ୍ୟୁ କରିଛୁ । ଆଡମିଟ୍ କାର୍ଡ ଇସ୍ୟୁ ସହ ପରୀକ୍ଷା ପାଇଁ ବନ୍ଦୋବସ୍ତ କରିଛୁ । କିଛି ପରୀକ୍ଷାର୍ଥୀ ପରୀକ୍ଷା ନ ଦେବା ନେଇ ବିଭାଗ ସହ ଆଲୋଚନା ହୋଇଛି । କେତେ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ନାହାନ୍ତି ଦିନେ ଦୁଇ ଦିନ ରେ ଜଣାପଡିବ ।

ମାଟ୍ରିକ୍ ପରୀକ୍ଷାରେ ୪୬ ହଜାର ପିଲା ଅନୁପସ୍ଥିତ: କେଳେଙ୍କାରୀର ତଦନ୍ତ ପାଇଁ ବିଭିନ୍ନ ମହଲରେ ଦାବି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking