ମାଟ୍ରିକ୍ ପରୀକ୍ଷାରେ ୪୬ ହଜାର ପିଲା ଅନୁପସ୍ଥିତ: କେଳେଙ୍କାରୀର ତଦନ୍ତ ପାଇଁ ବିଭିନ୍ନ ମହଲରେ ଦାବି

କଟକ : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ୍ ପରୀକ୍ଷାରେ ୪୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଛନ୍ତି । କଟକ ଜିଲ୍ଲାରେ ୩୧୫୩୬ ଜଣ ଫର୍ମ ଫିଲପ୍ କରିଥିବା ବେଳେ ସେଥିରୁ ୧୪୫୦ ଜଣ ଅନୁପସ୍ଥିତ ରହିଛନ୍ତି । ବିଶେଷକରି ଡମପଡା,ନରସିଂହପୁର,ସାଲେପୁର, ଆଠଗଡ଼ ଓ ତିଗିରିଆ ବ୍ଲକ୍ ଅଞ୍ଚଳରେ ଏହି ସଂଖ୍ୟା ଅଧିକ ରହିଛି । ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ଏହି ଛାତ୍ରଛାତ୍ରୀମାନେ ଫର୍ମ ପୂରଣରେ ଯେଉଁ ଠିକଣା … Continue reading ମାଟ୍ରିକ୍ ପରୀକ୍ଷାରେ ୪୬ ହଜାର ପିଲା ଅନୁପସ୍ଥିତ: କେଳେଙ୍କାରୀର ତଦନ୍ତ ପାଇଁ ବିଭିନ୍ନ ମହଲରେ ଦାବି