34.1 C
Bhubaneswar
Saturday, April 27, 2024
Homeଓଡିଶାଆସନ୍ତାକାଲିଠୁ ଖୋଲିବ ମା’ ତାରାତାରିଣୀଙ୍କ ପୀଠ

ଆସନ୍ତାକାଲିଠୁ ଖୋଲିବ ମା’ ତାରାତାରିଣୀଙ୍କ ପୀଠ

ଗଞ୍ଜାମ : ଆସନ୍ତାକାଲିଠୁ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ମନ୍ଦିର ଖୋଲିବ । କୋରନା ମହାମାରୀ ଜନିତ ସଂକ୍ରମଣକୁ ଆଖିରେ ରଖି ଦୀର୍ଘ ୯ ମାସ ହେବ ମନ୍ଦିର ବନ୍ଦ ଥିଲା । ଭକ୍ତଙ୍କୁ ମନ୍ଦିର ଯିବକୁ ବାରଣ ରହିଥିଲା । ଜାନୂଆରୀ ୪ରୁ ଜିଲ୍ଲାର ସମସ୍ତ ଦେବାଳୟ ଖୋଲାଯିବା ନେଇ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ତେବେ କୋଭିଡ଼ ନିୟମ ପାଳନ ପୁର୍ବକ ମନ୍ଦିର ଦର୍ଶନ କରିବାକୁ ଭକ୍ତ ମାନଙ୍କୁ ଜିଲ୍ଲାପାଳ ବିଜେ ଅମୃତା କୁଲାଙ୍ଗେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking