26.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗସୁଶାନ୍ତଙ୍କ ମୃତ୍ୟୁ ପାଇଁ ରିୟା ଦାୟୀ

ସୁଶାନ୍ତଙ୍କ ମୃତ୍ୟୁ ପାଇଁ ରିୟା ଦାୟୀ

ମୁମ୍ବାଇ: ବଲିଉଡ ଅଭିନେତା ସୁସାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟାଙ୍କୁ ଦୋଷ ଦେଲେ ସୁଶାନ୍ତଙ୍କ ପରିବାର ଓକିଲ ବିକାଶ ସିଂ । ସୁଶାନ୍ତଙ୍କ ମୃତ୍ୟୁ ପଛରେ ରିୟାଙ୍କ ହାତ ଥିବା ସଙ୍ଗିନ ଅଭିଯୋଗ ସେ କରିଛନ୍ତି । ସୁଶାନ୍ତଙ୍କ ମାନସିକ ଅବସାଦ ଯଦି ଥିଲା, ପରିବାର ଲୋକ କେମିତି ଜାଣିଲେନି । ତାଙ୍କର ଡିପ୍ରେସନ ରୋଗ ଥିଲେ ତାହା ସିକ୍ରେଟ ହୋଇ ରହିନଥାନ୍ତା । ସୁଶାନ୍ତଙ୍କୁ ଯେଉଁ ଓଷଧ ଦିଆଯାଇଛି, ତାହା ଦେବା ବାଲା ଜାଣିଛି । ରିୟା ଜାଣିଶୁଣି ସୁଶାନ୍ତଙ୍କ ମାନସିକ ସ୍ଥିତି ବିଗାଡି ଥିଲେ ବୋଲି ବିକାଶ ସିଂ କହିଛନ୍ତି । ସୁଶାନ୍ତଙ୍କ ପରିବାରର ବୟାନ ମରାଠୀରେ ନେଇଛି ବୋଲି ମୁମ୍ବାଇ ପୋଲିସ କହିଛି । ତେବେ ପୋଲିସ ଏହି ମାମଲାରେ ଜାଣିଶୁଣି ମାମଲା ଲେଖିଥିବା ଅଭିଯୋଗ ସେ ଆଣିଛନ୍ତି । ସିବିଆଇ ଯାଂଚର ଆଜି ହେଉଛି ୧୩ ଦିନ । ଆଉ ଏହି କେସରେ ପ୍ରତିଦିନ କିଛି ନା କିଛି ନୂଆ ଖବର ସାମ୍ନାକୁ ଆସିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking