28.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ, ଦୁଇ ସୁରକ୍ଷା କର୍ମୀ ମୃତ

ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ, ଦୁଇ ସୁରକ୍ଷା କର୍ମୀ ମୃତ

ଇସ୍‌ଲାମାବାଦ: ଆଫଗାନିସ୍ତାନ ସୀମାକୁ ଲାଗିଥିବା ଉତ୍ତର-ପଶ୍ଚିମ ପାକିସ୍ତାନରେ ଏକ ଆତ୍ମଘାତୀ ଆକ୍ରମଣରେ ଦୁଇଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି । ଶନିବାର ଆତ୍ମଘାତୀ ଆକ୍ରମଣକାରୀ ବିସ୍ଫୋରକ ଲଦା ଯାଇଥିବା ଏକ ବାଇକ୍‌ରେ ଆସି ସୁରକ୍ଷା କର୍ମୀ ଟିମ୍ ଯାଉଥିବା ଗାଡ଼ିକୁ ଧକ୍କା ମାରିଥିଲା । ସୁରକ୍ଷା କର୍ମୀଙ୍କ ଟିମ୍ ଦକ୍ଷିଣ ୱଜିର୍‌ସ୍ଥାନ ଯାଉଥିବା ବେଳେ ଡେରା ଇସ୍‌ମାଇଲ୍ ଖାନ୍ ଜିଲ୍ଲାର ଚାକନ ଅଞ୍ଚଳରେ ଏହି ଆକ୍ରମଣ ହୋଇଥିବା ବୋମା ନିରୋଧକ ଟିମ୍ ମୁଖ୍ୟ ଇନାୟତୁଲ୍ଲା ଟାଇଗର୍ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking