27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶରାଷ୍ଟ୍ରପତି ମୁର୍ମୁଙ୍କ ବିରୋଧରେ ଜାତିଗତ ଟିପ୍ପଣୀ; କେଜରିୱାଲ୍ ଓ ଖଡ୍‌ଗେଙ୍କ ବିରୋଧରେ ଅଭିଯୋଗ ରୁଜୁ

ରାଷ୍ଟ୍ରପତି ମୁର୍ମୁଙ୍କ ବିରୋଧରେ ଜାତିଗତ ଟିପ୍ପଣୀ; କେଜରିୱାଲ୍ ଓ ଖଡ୍‌ଗେଙ୍କ ବିରୋଧରେ ଅଭିଯୋଗ ରୁଜୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜାତିକୁ ନେଇ ଟିପ୍ପଣୀ କରିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡ୍‌ଗେଙ୍କ ବିରୋଧରେ ଅଭିଯୋଗ ରୁଜୁ ହୋଇଛି । ସୁପ୍ରିମ୍‌କୋର୍ଟର ଜଣେ ଓକିଲ ସେମାନଙ୍କ ବିରୋଧରେ ସମାଜ ସମାଜ ମଧ୍ୟରେ ଶତ୍ରୁତା ସୃଷ୍ଟି ଏବଂ ଉତ୍ତେଜକ ଭାଷଣ ଦେବା ଅଭିଯୋଗ କରିଛନ୍ତି । ରାଷ୍ଟ୍ରପତି ଦଳିତ ହୋଇଥିବାରୁ ତାଙ୍କୁ ନୂଆ ସଂସଦ ଉଦ୍‌ଘାଟନ ସମାରୋହକୁ ନିମନ୍ତ୍ରଣ କରାଯାଇ ନାହିଁ ବୋଲି କେଜରିୱାଲ୍ ଓ ଖଡ୍‌ଗେ ସେମାନଙ୍କ ଭାଷଣରେ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking