28.1 C
Bhubaneswar
Friday, April 26, 2024
Homeଓଡିଶାଡୁଙ୍ଗୁରିପାଲିରେ ସି.ଏସ.ସି ଦିବସ ପାଳିତ

ଡୁଙ୍ଗୁରିପାଲିରେ ସି.ଏସ.ସି ଦିବସ ପାଳିତ

ସୁବର୍ଣପୁର : ଡୁଙ୍ଗୁରିପାଲି ଭି.ଏଲ. ଇ. ସୋସାଇଟ ତରଫରୁ କମନ ସର୍ଭିସ ସେଣ୍ଟର ଠାରେ ସି. ଏସ.ସି. ଦିବସ ପାଳିତ ହୋଇ ଯାଇଛି । ଭି.ଏଲ. ଇ. ସୋସାଇଟି ର ସଭାପତି ମୁକେଶ କୁମାର ଭୋଇଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସି. ଏସ.ସି. ସଙ୍ଗୀତ ଗାନ କରିବା ସହ କେକ କାଟି ସି.ଏସ. ସି. ଦିବସ ପାଳନର ଉଦ୍ଧେଶ୍ୟ ଉପରେ ସୂଚନା ପ୍ରଦାନ ସହିତ ଗ୍ରାମାଞ୍ଚଳରେ ମିଳୁଥିବl ଡିଜିଟାଲ ସେବା, କୋଭିଟ ଟୀକl ପଞ୍ଜିକରଣ, ଶିକ୍ଷା , ସ୍ୱାସ୍ଥ୍ୟ ଓ ବର୍ତମାନ ଚାଷୀ ମାନଙ୍କ ଶସ୍ୟ ବୀମାରେ ଚାଷୀ କେମିତି ବୀମା ଭୁକ୍ତ ହେବେ ସେ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଲଳିତ କୁମାର ସାହୁ, ଝାସକେତନ ସାହୁ,ସୁନିଳ ଗଡତିଆ, ସଦାନନ୍ଦ ସାହୁ, ସୌରଭ ସାହୁ, ସୈଳେନ୍ଦ୍ର ପଠୀ,ମୋନଜ, ପ୍ରତାପ ଗୌତମ, ସରୋଜ,ଜୟପ୍ରକାଶ ଓ ପ୍ରବୋତ ହୋତା, ପ୍ରମୁଖ ଉପସ୍ଥିତ ଥିଲେ ‌।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking