32.1 C
Bhubaneswar
Friday, April 26, 2024
Homeଓଡିଶାସାମାନ୍ୟ ବଚସାରୁ ପୁଅର ଆତ୍ମହତ୍ୟା

ସାମାନ୍ୟ ବଚସାରୁ ପୁଅର ଆତ୍ମହତ୍ୟା

ଢେଙ୍କାନାଳ : ଢେଙ୍କାନାଳ ସହର ନିକଟରେ ଥିବା କତକମଡା ଗ୍ରାମରେ ପରିବାର ଭିତରେ ବାପାଙ୍କ ସହ ସାମାନ୍ୟ ବଚସାରୁ ଟ୍ରେନ୍ ଆଗକୁ ଡେଇଁ ପ୍ରାଣ ହରାଇଛି ପୁଅ ସନ୍ତୋଷ ବେହେରା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସହରର କଇଥ ପୋଲ ନିକଟରେ । ମିଳିଥିବା ସୁଚନା ମୁତାବକ, ସନ୍ତୋଷ ଓ ତାଙ୍କ ବାପାଙ୍କ ମଧ୍ୟରେ ଆଜି ସାମାନ୍ୟ ବଚସା ହୋଇଥିଲା । ଏହି ବଚସାରେ ସେ ପୁର୍ବତଟ ରେଳପଥର ଢେଙ୍କାନାଳ ଷ୍ଟେସନ୍ ଓ ଶ୍ୟାମଚରଣପୁର ପିଏଚ୍ ମଧ୍ୟରେ ଥିବା କଇଥପୋଲ ନିକଟରେ ଟ୍ରେନ ଆଗକୁ ଆସି ପ୍ରାଣ ହରାଥିବା ଜଣାପଡିଛି । ଖବର ପାଇ ସନ୍ତୋଷଙ୍କ ପରିବାର ଲୋକ ଘଟଣା ସ୍ଥଳରେ ପହଚିଂଥିଲେ । ଟ୍ରେନ୍ ଧକ୍କାରେ ପ୍ରାଣ ହରାଇଥିବା ସନ୍ତୋଷଙ୍କ ମୃତ ଦେହ ଟ୍ରେନ୍ ଲାଇନ୍ ପାଶ୍ୱର୍ରେ ପଡିରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking