28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶସିଗନାଲ ଆପ୍ ର ସିଗନାଲ ହେଲା ଡାଉନ

ସିଗନାଲ ଆପ୍ ର ସିଗନାଲ ହେଲା ଡାଉନ

ନୂଆଦିଲ୍ଲୀ: ହ୍ୱାଟସଆପ ର ପ୍ରତିଦ୍ୱନ୍ଦୀ ଓ ନିଜ  ପ୍ରାଇଭେସୀ ପଲିସି ପାଇଁ ପ୍ରସିଦ୍ଧ ଥିବା ସିଗନାଲ ମେସେଜଂର ଆପ ସାରା ଦୁନିଆରେ କାମ ଦେଉନି । ଭାରତରେ ସିଗନାଲର ବ୍ୟବହାରକାରୀ ନା ମେସେଜ ପଠାଇ ପାରୁଛନ୍ତି ନା କଲ୍ କରିପାରୁଛନ୍ତି । ସିଗନାଲ ସର୍ଭିସ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ଏହା କେତେବେଳେ ଯାଏଁ ସ୍ୱାଭାବିକ ହେବ ତାହା ମଧ୍ୟ ସ୍ପଷ୍ଟଭାବରେ କହିହେବ ନାହିଁ ।
ସୋମବାର ସକାଳେ ଯେତେବେଳେ ସିଗନାଲ ବ୍ୟବହାରକାରୀ ଆପ ଖୋଲିଥିଲେ, ଆପ୍ ଖୋଲିନଥିଲା । ତା ବଦଳରେ ଏକ ମେସେଜ ନଜର ଆସିଥିଲା । ଯେଉଁତିରେ ଲେଖାଥିଲା ସିଗନାଲରେ ଟେକ୍ନିକାଲ ସମସ୍ୟା ରହିଛି । ଆମେ ଖୁବଶୀଘ୍ର ସେବା ପ୍ରଦାନ ପାଇଁ ଚେଷ୍ଟା ଜାରି ରଖିଛୁ । ଜାନୁୟାରୀ ମାସରେ ବି କମ୍ପାନୀକୁ ଏମିତି କିଛି ସମସ୍ୟାର ସାମ୍ନା କରିବାକୁ ପଡିଥିଲା । ହ୍ୱାଟସଆପ ପ୍ରାଇଭେସି ପଲିସି ଅପଡେଟ କରିବା ପରେ ଲୋକେ ଏହାର ବିକଳ୍ପ ନେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking