41.1 C
Bhubaneswar
Sunday, April 28, 2024
Homeପଞ୍ଜାବ ରାଜନୀତିପଞ୍ଜାବରେ ଆପ୍‌କୁ ସ୍ୱାଗତ କଲେ ସିଦ୍ଧୁ

ପଞ୍ଜାବରେ ଆପ୍‌କୁ ସ୍ୱାଗତ କଲେ ସିଦ୍ଧୁ

ନୂଆଦିଲ୍ଲୀ: ପଞ୍ଜାବରେ ଆପ୍ ଦଳ ସରକାର ଗଠନ କରିବା ଏକ ପ୍ରକାର ନିଶ୍ଚିତ ହେଉଥିବା ବେଳେ ଏଠାରେ ଦଳର ବହୁମତ ଦେଖି କଂଗ୍ରେସ ହତୋତ୍ସାହ ହୋଇପଡ଼ିଛି । ସେପଟେ କଂଗ୍ରେସର ଅସନ୍ତୁଷ୍ଟ ନେତା ନବଜୋତ୍ ସିଂ ସିଦ୍ଧୁ ଆପ୍‌ର ବହୁମତ ଦେଖି ଆପ୍‌କୁ ସ୍ୱାଗତ ଜଣାଇଛନ୍ତି । ଟ୍ୱିଟ୍‌ର ଯୋଗେ ସିଦ୍ଧୁ ଜଣାଇଛନ୍ତି ଯେ, ଜନତାଙ୍କ ସ୍ୱର ଭଗବାନଙ୍କ ସ୍ୱର ।
ତେବେ ପଞ୍ଜାବରେ ବିଜେପି ଏବଂ କଂଗ୍ରେସର ଚାଷୀମାରଣ ନୀତିକୁ ବିରୋଧ କରି ଲୋକେ ଏବେ ଆପ୍ ମୁହଁ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏଠାରେ ଆପ୍ ଦଳ ଯେଉଁ ବହୁମତ ହାସଲ କରିବାରେ ଲାଗିଛି ଆଗାମୀ ଦିନରେ ପଞ୍ଜାବ ଜନତା ନିଶ୍ଚିତ ରୂପେ ବିରୋଧୀ କଂଗ୍ରେସକୁ ସମ୍ପୂର୍ଣ୍ଣ ରୂପେ ମୂଳପୋଛ କରିବେ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking