28.1 C
Bhubaneswar
Saturday, April 27, 2024
Homeଓଡିଶାଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

ଭୁବନେଶ୍ୱର : ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ପୁଣି ଥରେ ଶିମିଳିପାଳ ଜାତୀୟ ଉଦ୍ୟାନ ଖୋଲିଛି । ପାଗ ଖରାପ ତଥା କୁହୁଡିଆ ପାଗ ପାଇଁ ଗତ ୧୨ ତାରିଖରୁ ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ।

କିନ୍ତୁ ଏବେ ପାଗରେ ପରିବର୍ତ୍ତନ ତଥା ପାଗ ଅନୁକୂଳ ହେବାରୁ ପୁଣି ଥରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଖୋଲିଛି । ଏଣିକି ପର୍ଯ୍ୟଟକମାନେ ଉଦ୍ୟାନ ମଧ୍ୟରେ ବାଘ ସଫାରୀ, ଜଳ ପ୍ରପାତ, ପ୍ରାକୃତିକ ପରିବେଶ ଆଦିର ଭରପୁର ମଜା ଉଠାଇ ପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking