28.1 C
Bhubaneswar
Saturday, April 27, 2024
Homeମନୋରଞ୍ଜନସଲମାନଙ୍କ ଫିଲ୍ମରୁ ଆଉଟ୍ ହେବା ପ୍ରସଙ୍ଗରେ ମୁହଁ ଖୋଲିଲେ ଶେହନାଜ୍, କହିଲେ ଏମିତି କିଛି…

ସଲମାନଙ୍କ ଫିଲ୍ମରୁ ଆଉଟ୍ ହେବା ପ୍ରସଙ୍ଗରେ ମୁହଁ ଖୋଲିଲେ ଶେହନାଜ୍, କହିଲେ ଏମିତି କିଛି…

ମୁମ୍ୱାଇ : ସୋମବାର ଶେହନାଜ ଗିଲଙ୍କୁ ନେଇ ଏକ ଜବରଦସ୍ତ ଖବର ସାମ୍ନାକୁ ଆସିଥିଲା । ଶୁଣିବାକୁ ମିଳିଥିଲା ସଲମାନ ଖାନଙ୍କ ଫିଲ୍ମ ‘କଭି ଇଦ୍ କଭୀ ଦିୱାଲୀ’ରୁ ଆଉଟ୍ କରାଯାଇଛି । ସୋସିଆଲ ମିଡିଆରେ ଶେହାନାଜ ସଲମାନ ଖାନଙ୍କୁ ଅନଫଲୋ କରିଥିବା ଖବର ଶୁଣିବକୁ ମିଳିଥିଲା ।

ଯେତେବେଳେ ଶେହନାଜଙ୍କ ଡେବ୍ୟୁ ଫିଲ୍ମ ବିଷୟରେ ଏପରି ଖବର ବ୍ୟାପିଗଲା । ସେତେବେଳେ ଏହା ଶୁଣିବା ପରେ ନିରାଶ ହୋଇଥିଲେ ତାଙ୍କ ଫ୍ୟାନ୍ସ । ବର୍ତ୍ତମାନ ଏହି ଘଟଣା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ‘ବିଗ୍ ବସ୍’ ଷ୍ଟାର । ସେ ଇନଷ୍ଟା ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଏହା ଗୁଜବ । ସେ କହିଛନ୍ତି ଆଗକୁ ସେ ଫିଲ୍ମ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking