34.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଗିରଫ ଉପରେ ଲାଗିଲା ରୋକ୍‌

ଗିରଫ ଉପରେ ଲାଗିଲା ରୋକ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ୨୬ ଜାନୁଆରୀରେ ଟ୍ରାକ୍ଟର ରାଲି ସମୟରେ ଜଣେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ଖବର ନେଇ ମିଥ୍ୟା ତଥ୍ୟ ପ୍ରକାଶ କରିବା ଉପରେ ରୁଜୁ ହୋଇଥିବା ମାମଲା ବିରୋଧରେ କଂଗ୍ରେସ ନେତା ଓ ସାସଂଦ ଡାକ୍ତର ଶଶି ଥରୂର, ସାମ୍ବାଦିକ ରାଜଦୀପ ସରଦେଶାଇ ଓ ଅନ୍ୟ ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରିଛନ୍ତି । ସମସ୍ତଙ୍କୁ ଆଶ୍ୱସ୍ତି ସ୍ୱରୂପ ସେମାନଙ୍କ ଗିରଫ ଉପରେ କୋର୍ଟ ରୋକ୍ ଲଗାଇଛନ୍ତି । ଅଦାଲତ ଏଥିନେଇ ନୋଟିସ ଜାରି କରିଛନ୍ତି । ଦୁଇ ସପ୍ତାହ ପରେ ଏହି ମାମଲାରେ କୋର୍ଟ ଶୁଣାଣି କରିବେ । ତେବେ ତୁଷାର ମେହେତା ଏହାର ବିରଧ କରିଥିଲେ ଏବଂ କହିଥିଲେ ଯେ ସେହି ଟ୍ୱିଟ ର ଗଭୀର ପ୍ରଭାବ ପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking