28.9 C
Bhubaneswar
Sunday, May 5, 2024
Homeଦେଶ ବିଦେଶଡ୍ରୋନ ଷ୍ଟ୍ରାଇକରେ ଅଲ-କାଏଦା ନେତା ମୃତ

ଡ୍ରୋନ ଷ୍ଟ୍ରାଇକରେ ଅଲ-କାଏଦା ନେତା ମୃତ

ନୂଆଦିଲ୍ଲୀ : ଏୟାରଷ୍ଟ୍ରାଇକରେ ଅଲ-କାଏଦା ନେତାଙ୍କ ମୃତ୍ୟୁ । ସିରିଆରେ ହୋଇଥିବା ଏକ ଡ୍ରୋନ ଆକ୍ରମଣରେ ଅଲ-କାଏଦା ଆତଙ୍କୀ ସଙ୍ଗଠନର ଜଣେ ବରିଷ୍ଠ ନେତା ଆଖି ବୁଜିଛି । ଗତ ୨୦ ସେପ୍ଟେମ୍ବରରେ ସିରିଆର ଇଡଲିବ ଠାରେ ଆମେରିକା ଏୟାରଷ୍ଟ୍ରାଇକ କରିଥିଲା । ଯେଉଁଥିରେ ଅଲ-କାଏଦା ନେତା ସଲିମ୍ ଅବୁ-ଅହମ୍ମଦ ପ୍ରାଣ ହରାଇଛନ୍ତି ।

ଏହି ଏୟାର ଷ୍ଟ୍ରାଇକରେ କୌଣସି ନାଗରିକ ମୃତାହତ ହୋଇନଥିବା ଆମେରିକା ସୁରକ୍ଷା ଅଧିକାରୀ ସ୍ପଷ୍ଟ କରିଛନ୍ତି । ଆମେରିକାର ଏହି ଡ୍ରୋନ ଆକ୍ରମଣ ପୂର୍ବରୁ ସେପ୍ଟେମ୍ବର ୧୩ରେ ସିରିଆ-ଇରାକ୍ ସୀମାରେ ଆମେରିକା ବାୟୁସେନାର ଦୁଇଟି କାର ଉପରେ ଏକ ଆକ୍ରମଣ ହୋଇଥିଲା ।

ସୂଚନା ଅନୁସାରେ, ଇରାକ ଏବଂ ସିରିଆ ସୀମା ମଧ୍ୟରେ ହୋଇଥିବା ଏହି ଏୟାର ଷ୍ଟ୍ରାଇକରେ ଦୁଇଟି କାର୍ ନଷ୍ଟ ହୋଇଛି । ଏହି ଆକ୍ରମଣ ଆମେରିକା ବାୟୁସେନା କରିଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking