32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗସାକ୍ଷୀଗୋପାଳ ମନ୍ଦିରରେ ୧୪୪ ଧାରା ଲାଗୁ

ସାକ୍ଷୀଗୋପାଳ ମନ୍ଦିରରେ ୧୪୪ ଧାରା ଲାଗୁ

ପୁରୀ : ପୁରୀ ସାକ୍ଷୀଗୋପାଳର କୋପାଳଜୀଉ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି ହୋଇଛି । ମନ୍ଦିର ଚାରିପାଖର ୨୦୦ ମିଟର ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହୋଇଛି । ଚନ୍ଦନପୋଖରୀଠାରୁ ସିଦ୍ଧବକୁଳ ଯାଏଁ କଟକଣା ଲାଗୁ କରିଛି ପ୍ରଶାସନ । ୨୨ରୁ ୨୫ ତାରିଖ ବଡ ଏକାଦଶୀ ପର୍ଯ୍ୟନ୍ତ ଏହି କଟକଣା ରହିବ । ସାକ୍ଷୀଗୋପାଳ ମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ମନା ହୋଇଛି । କେବଳ ମନ୍ଦିରରେ ସେବାୟତ ନୀତିକାନ୍ତି କରିବେ । ଆସନ୍ତାକାଲି ସାକ୍ଷୀଗୋପାଳରେ ଅଳାଁ ନବମୀ ନୀତିକାନ୍ତି ହେବ । ଆସନ୍ତାକାଲି ପବିତ୍ର ରାଧା ପାଦ ଦର୍ଶନ ବନ୍ଦ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking